ଟ୍ରକ୍ ଧକ୍କାରେ ୨ ଜଣ ହକି ଖେଳାଳୀଙ୍କ ମୃତ୍ୟୁ 
by Argus News
Sun, Sep 29 | 1:50 p.m.

ସୁନ୍ଦରଗଡ :  ଟ୍ରକ୍ ଧକ୍କାରେ ୨ ଜଣ ହକି ଖେଳାଳୀଙ୍କ ମୃତ୍ୟୁ । ସୁନ୍ଦରଗଡ଼ ତଳସାରା ଥାନା ନିକଟସ୍ଥ ନିମଡିହି ଗାଁରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ସଚିନ କିଣ୍ଡୋ, ସୁମିଲାଲ ଟପ୍ପୋଙ୍କ ମୃତ୍ୟୁ । ଛତିଶଗଡ଼ରୁ ହକି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଇଥିଲେ । ବାଇକରେ ମ୍ୟାଚ୍ ଖେଳି ବାଇକ ଯୋଗେ ଘରକୁ ଫେରିବା ବେଳେ ଘଟିଛି ଅଘଟଣ ।

ଧରୁଆଡ଼ିହି ଥାନା ଚେମ୍ପାପଡାରେ ରାସ୍ତାରେ ଶବ ରଖି ସ୍ଥାନିୟ ଲୋକଙ୍କ ରାସ୍ତାରୋକ୍ । ।କଂକ୍ରିଟ ବୋଝେଇ ଟ୍ରକ ତଳେ ଚାପି ହୋଇ ଦୁଇ ଯୁବକଙ୍କ ମୃତ୍ୟୁ । କ୍ଷତି ପୂରଣ ଦାବୀରେ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକ । 

ଅଧିକ ପଢନ୍ତୁ  ଓଡ଼ିଶା ଖବର

ବହୁ ଚର୍ଚ୍ଚିତ
35m ago
ବହୁ ଚର୍ଚ୍ଚିତ ସ୍ମିତାରାଣୀ ହତ୍ୟାକାଣ୍ଡର ହେବ ପୁନଃ ତଦନ୍ତ
ଅର୍ଗସ ବ୍ୟୁରୋ: ବହୁ ଚର୍ଚ୍ଚିତ ସ୍ମିତାରାଣୀ ହତ୍ୟାକାଣ୍ଡର ହେବ ପୁନଃ ତଦନ୍ତ । ପୁଣି ଥରେ ପୁରୁଣା ଫାଇଲ ଖୋଲିବ । ଆଜି ବଡଚଣାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ସ୍ମିତାରାଣ
DURGA PUJA
45m ago
ଝାରପଡା ଦୁର୍ଗାପୂଜା: ଚଳିତବର୍ଷ ୧୪ ବର୍ଷରେ ପହଞ୍ଚିଲା
ଅର୍ଗସ ବ୍ୟୁରୋ: ଝାରପଡା ଦୁର୍ଗାପୂଜା ସମିତି ଦ୍ୱାରା ଆୟୋଜିତ ଦୁର୍ଗାପୂଜା ଚଳିତବର୍ଷ ୧୪ ବର୍ଷରେ ପଦାର୍ପଣ କରିଛି । ସବୁ ବର୍ଷ ଭଳି ଏଥର ମଧ୍ୟ କିଛି ନୂଆ କରିବାର ପ୍ରୟାସ ଜାର
LOW PRESSURE
ଅକ୍ଟୋବର ୬ରେ ଲଘୁଚାପ ସମ୍ଭାବନା, ଭାରତୀୟ ପାଣିପାଗ ବିଭାଗର ସୂଚନା
ଅର୍ଗସ ବ୍ୟୁରୋ: ଭିଜିବ ଦଶହରା। ଅକ୍ଟୋବର ୬ରେ ଲଘୁଚାପ ସମ୍ଭାବନା ଦେଲା ଭାରତୀୟ ପାଣିପାଗ ବିଭାଗ। ପ୍ରଭାବରେ ୪ ଓ ୫ ତାରିଖରୁ ବର୍ଷାର ସମ୍ଭାବନା ଥିବା ବେଳେ ଭିଜିବ ସାରା ଓଡିଶା