ଚୋରି ପରେ ଗ୍ରୋସରୀ ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
by Argus News
Fri, Nov 29 | 8:26 a.m.

ଅର୍ଗସ ବ୍ୟୁରୋ : ଚୋରି ପରେ ଗ୍ରୋସରୀ ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ବାଲେଶ୍ବର ସୋର ସିଙ୍ଗାଖୁଣ୍ଟା ବଜାରରେ ଚୋରି ପରେ ଅଗ୍ନିକାଣ୍ଡ । ନିଆଁରେ ଜଳିଗଲା ଲକ୍ଷାଧିକ ଟଙ୍କାର ଜିନିଷପତ୍ର । ଗୁଜଡ଼ିହା ଗାଁର ଉପେନ୍ଦ୍ର ଦୀକ୍ଷିତ ଦୀର୍ଘଦିନ ଧରି ଏହି ବଜାରରେ ଏକ ବଡ ଗ୍ରୋସରୀ ଦୋକାନ କରିଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର

ବିଳମ୍ବିତ ରାତିରେ ଚୋର ମାନେ ଦୋକାନରେ ପଶି ଚୋରି କରିବାକୁ ଉଦ୍ୟମ କରି ଦୋକାନର ସଟରକୁ ଗ୍ୟାସ କଟରରେ କାଟିଥିଲେ। ପରେ ଦୋକାନରେ ନିଆଁ ଲିଗାଇଥିବା ଜଣା ପଡ଼ିଛି । ଅଗ୍ନିଶମ ବିଭାଗର  ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।  ୧ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି ।
 

ପ୍ରଧାନମନ୍ତ୍ରୀ ମୋଦି
4m ago
ବିରୋଧୀଙ୍କୁ ନିଶାନା କଲେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର: ନାଁ ନନେଇ ନବୀନ ସରକାରକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । ଆମ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗାଁକୁ ଯାଉଛନ୍ତି । ପ୍ରଥମ ଥର ପାଇଁ ଓଡିଶାବାସୀ ଦେଖୁଛନ୍ତି ମୁଖ୍ୟମନ୍ତ୍ର
ଡିଜିପି ସମ୍ମିଳନୀ
46m ago
ପ୍ରଥମ ଥର ପାଇଁ ଓଡିଶାରେ ହେଉଛି ଡିଜିପି ସମ୍ମିଳନୀ- ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଗତ 100 ବର୍ଷ ଧରି ଦେଶରେ ଡିଜିପି ସମ୍ମିଳନୀ ହୋଇଆସୁଛି । କିନ୍ତୁ ପ୍ରଥମ ଥର ପାଇଁ ଏହା ଓଡିଶାରେ ହେଉଛି । ସମ୍ବୋଧନ କରିବା ସମୟରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍
MODI VISIT
53m ago
ଓଡ଼ିଆରେ ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଓଡ଼ିଆରେ ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । ସମସ୍ତଙ୍କୁ ଓଡ଼ିଆରେ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କଲେ । ଅଭିଭାଷଣ ଆରମ୍ଭ କରିବା ସମୟରେ ଦିଲ୍ଲୀରେ ଓଡିଶା ପର୍ବ କଥ
ପିଏମ୍ ମୋଦି
୩ ଦିନିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ଭୁବନେଶ୍ବରରେ ପହଞ୍ଚିଲେ ପିଏମ୍ ମୋଦି । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପିଏମ୍ । ବିମାନ ବନ୍ଦରର
ସାଇବର ଅପରାଧ
ସାଇବର ଅପରାଧ ଉପରେ ରୋକ ଲଗାଇବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ
ଅର୍ଗସ ବ୍ୟୁରୋ: ସାଇବର ଅପରାଧ ଉପରେ ରୋକ ଲଗାଇବାକୁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଭାରତ ସରକାର ୬.୬୯ ଲକ୍ଷରୁ ଅଧିକ ସିମ କାର୍ଡ ଏବଂ ଏକ ଲକ୍ଷ ୩୨ ହଜାରରୁ ଅଧିକ ଆଇଏମଇଆ