ସଦସ୍ୟତା ଅଭିଯାନ ସରିବା ପରେ ଦିଆଯିବ ନିଯୁକ୍ତି : ମନମୋହନ ସାମଲ  
by Argus News
Sun, Sep 29 | 1:27 p.m.

 ଭୁବନେଶ୍ୱର:   ଖୁବଶୀଘ୍ର ନିଯୁକ୍ତ ହେବେ ବୋର୍ଡ ଓ ନିଗମ ଅଧ୍ୟକ୍ଷ । ସଦସ୍ୟତା ଅଭିଯାନ ସରିବା ପରେ ଦିଆଯିବ ନିଯୁକ୍ତି । ଯୋଗ୍ୟ ତଥା ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ଥିବା ଲୋକଙ୍କୁ ମିଳିବ ଗୁରୁତ୍ଵ । ଆଜି ଏମିତି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ଏବେ ସଦସ୍ୟତା ଅଭିଯାନ ଶେଷ ପର୍ଯ୍ୟାୟରେ ଅଛି । ଏହା ସରିବା ପରେ ପରେ ନିଗମ ଓ ବୋର୍ଡ ଚଳାଇବାକୁ ଉପଯୁକ୍ତ ବ୍ୟକ୍ତିଙ୍କୁ ଦାୟିତ୍ଵ ଦିଆଯିବ । ଏନେଇ ଖୁବଶୀଘ୍ର ଆମେ ନିଷ୍ପତ୍ତି ନେବୁ । ଏଥିପାଇଁ ଦଳୀୟ ସ୍ତରରେ ଓ ମନ୍ତ୍ରୀ ସ୍ତରରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ । ବୋର୍ଡ ଓ ନିଗମ ଦାୟିତ୍ୱରେ ଅଭିଜ୍ଞ ତଥା ପ୍ରମୁଖ ବ୍ୟକ୍ତିବିଶେଷ, ଟେକ୍ନିକାଲ ବ୍ୟକ୍ତି, ବୈଜ୍ଞାନିକ, ଏକ୍ସ-ସର୍ଭିସମ୍ୟାନଙ୍କୁ ସାମିଲ କରିବାକୁ ଯୋଜନା କରାଯାଇଛି । ଏଥିପାଇଁ ପଲିସି ପ୍ଲାନିଂ ହେବ, ତାହା ଅନୁଯାୟୀ ପଦକ୍ଷେପ ନିଆଯିବ ।  

ଅଧିକ ପଢନ୍ତୁ ଓଡିଶା ଖବର 
 

ଭଦ୍ରକ
2m ago
ଭଦ୍ରକରେ ଆଉ ୪୮ ଘଣ୍ଟା ବଢିଲା ମୋବାଇଲ୍ ଇଣ୍ଟରନେଟ୍ କଟକଣା
ଭଦ୍ରକ: ଇଣ୍ଟରନେଟ୍ କଟକଣା 48 ଘଣ୍ଟା ବୃଦ୍ଧି ।ଭଦ୍ରକ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ କଟକଣା ଆଉ 48 ଘଣ୍ଟା ବୃଦ୍ଧି କଟକଣା ବଢ଼ିଥିବା ନେଇ ସୂଚନା ଦେଲେ ପୂର୍ବାଞ୍ଚଳ ଆଇଜି ସତ୍ୟଜିତ୍ ନାୟ
ଅରେଞ୍ଜ ଜୁସ୍‌
4m ago
ଅରେଞ୍ଜ ଜୁସ୍‌ ପିଇଲେ ମିଳେ ଏହି ଲାଭ
ନୂଆଦିଲ୍ଲୀ: କିଛି ଲୋକଙ୍କ ପାଇଁ ସକାଳ ବ୍ରେକଫାଷ୍ଟରେ ନିହାତି ଦରକାର ହୋଇଥାଏ ଅରେଞ୍ଜ ଜୁସ୍‌ । କିନ୍ତୁ ଏହା କଣ ସ୍ୱାସ୍ଥ୍ୟ ପାଇଁ ହିତକାରକ..
ମୂଳଦୁଆ
12m ago
କଟକର ବାଲୁବଜାରରେ ଦଶହରା ପୂଜାର ପଡିଥିଲା ମୂଳଦୁଆ
କଟକ: ହଜାର ବର୍ଷ ର ସହର କଟକ । ଏଠାକାର ବିଧି ଓ ପରଂମ୍ପରା ମଧ୍ୟ ବହୁ ପୁରୁଣା । ପୁରୁଣା ସହର କଟକର ଦଶହରା ବି ସମ୍ପୂର୍ଣ୍ଣ ନିଆରା । ଶହ ଶହ ବର୍ଷ ଧରି ପରଂମ୍ପରା ମୁତାବକ ମ