ଦୁଇ ବାଇକ ଚୋର ଗିରଫ 
by Argus News
Fri, Sep 13 | 8:07 p.m.

ନୟାଗଡ:  ଦଶପଲ୍ଲା ପୋଲିସ କୁ ବଡ଼ ସଫଳତା । ଦୁଇ ବାଇକ ଚୋର ଗିରଫ। ଦଶପଲ୍ଲା ଥାନା ଅନ୍ତର୍ଗତ ନେଳିଗୁଡ଼ା ଠାରେ ଏକ ଗ୍ୟାରେଜ ମାଲିକ ପଙ୍କଜ ଖମାରୀଙ୍କ ପୁଅ ତପନ ଖମାରୀକୁ ଦଶପଲ୍ଲା ପୋଲିସ ବାଇକ ଚୋରୀ ଅଭିଯୋଗରେ ଗିରଫ କରିଛି। ତପନକୁ ପଚରା ଉଚରା ପରେ ଆଉ ଜଣଙ୍କ ନାମ ଆସିଥିଲା। ଯାହାକି, ସୁଦର୍ଶନ ପ୍ରଧାନ ଙ୍କ ପୁଅ ଦିଲ୍ଲୀପ ପ୍ରଧାନ, ସେହି ନେଳୀଗୁଡ଼ା ଗ୍ରାମର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଦଶପଲ୍ଲା ଅଞ୍ଚଳରେ ବହୁ ବାଇକ ଚୋରିହୋଇଛି। ପୋଲିସ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ କୌଣସି ଏକ ବିଶେଷ ସୂତ୍ରରୁ  ଖବର ପାଇ ଡ୍ୟାମ ଛକ ନିକଟରେ ଥିବା ବାଇକ ଗ୍ୟାରେଜ ଉପରେ ଚଢ଼ାଉ କରିଥିଲେ। ଗ୍ୟାରେଜ ମାଲିକ ଓ ଚୋରା ତିନୋଟି ବାଇକ ଜବତ କରି ଥାନାକୁ ଆଣିଥିଲେ। ତପନକୁ ପଚରା ଉଚରା ପରେ ଆଉ ଜଣଙ୍କ ନାମ ଆସିଥିଲା।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

BANANA PRICE
କମେଡିଆନ କଦଳୀ, ଦାମ୍ 52 କୋଟି
ଅର୍ଗସ ବ୍ୟୁରୋ: କଦଳୀର ଦାମ୍ 52 କୋଟି 70 ଲକ୍ଷ । କ'ଣ ଭାବୁଛନ୍ତି ଗୋଟେ କାନ୍ଦି କି ବହୁତ ଗୁଡିଏ କଦଳୀ ହୋଇଥିବ । ନା...ନା ମାତ୍ର ଗୋଟିଏ କଦଳୀର ଦାମ୍ 52 କୋଟି 70 ଲକ୍ଷ । ଏହାର ନା
ପାକିସ୍ତାନରେ ହିଂସା
ପାକିସ୍ତାନରେ ହିଂସାକାଣ୍ଡରେ 18ରୁ ଅଧିକ ଲୋକଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପାକିସ୍ତାନରେ ହିଂସାକାଣ୍ଡରେ 18ରୁ ଅଧିକ ଲୋକଙ୍କ ମୃତ୍ୟୁ । ପଶ୍ଚିମ-ଉତ୍ତର ପାକିସ୍ଥାନର ଖୈବର ପଖତୁନଖୱା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ରୁ ଅଧି
ରତ୍ନଭଣ୍ଡାର
ରତ୍ନଭଣ୍ଡାର ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ହସ୍ତଗତ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏ.ଏସ୍.ଆଇ. ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି । ଏ.ଏସ୍.ଆଇ. ପକ୍ଷରୁ ଏହି କାର୍ଯ୍
ଓଡ଼ିଶା ପର୍ବ
ରାଜଧାନୀ ଦିଲ୍ଲୀରେ ଓଡ଼ିଶା ପର୍ବର ଦ୍ବିତୀୟ ଦିନ
ଅର୍ଗସ ବ୍ୟୁରୋ: ଓଡ଼ିଆ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ର ବଡ଼ ପ୍ରୟାସ । ଓଡ଼ିଶା ପର୍ବରେ ଜମୁଛି ଓଡ଼ିଆଙ୍କ ଭିଡ । ଦ୍ବିତୟ ଦିନ ପ୍ରଥମ ପର୍ଯ୍ୟାୟର
`ସୁଭଦ୍ରା'
‘ସୁଭଦ୍ରା’ରୁ ବାଦ୍‌ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ହେଲା ଶେଷ
ଅର୍ଗସ ବ୍ୟୁରୋ: ଯେଉଁ ଆବେଦନକାରୀଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯାଇଥିଲା, ସେମାନଙ୍କୁ ଆଉ ଚିନ୍ତା କରିବାର ନାହିଁ । ରବିବାର ସାମିଲ ହେବେ ବାଦ୍‌ ପଡ଼ିଥିବା ଆବେଦନକାରୀ