34 କେଜି ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ 
by Argus News
Sun, Sep 29 | 2:03 p.m.

ବଲାଙ୍ଗିର:  34 କେଜି ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ । ଟିଟିଲାଗଡ଼ ରେଲୱେ  ଷ୍ଟେସନ ଗାଡି ପାର୍କ ନିକଟରେ ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣ  କରିବାର  ଯୋଜନା ଖବର ପାଇଥିଲା ଅବକାରୀ ବିଭାଗ।

ପରେ ଚଢ଼ାଉ କରି 34 କେଜି ଗଞ୍ଜେଇ ଜବତ  କରିବାସହ ବେଳେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତ ମାନେ ହେଲେ ଝାରଖଣ୍ଡ ରାଜ୍ୟ ର ମେହେମୁଡ଼ ଆଲମ ଓ ରହିମ ଖଟୁନ  ବୋଲି ଜଣାପଡିଛି। .ଟିଟିଲାଗଡ଼ ରୁ ସମତା ଏକ୍କପ୍ରେସ ଯୋଗେ ଚାଲାଣ ପାଇଁ ଚାଲି ଥିଲା ପ୍ରସ୍ତୁତି। ମାଡି ବସିଲା ଅବକାରୀ ବିଭାଗ।  ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ଏକ୍ସ କ୍ରିଉ-9
2m ago
ଉତ୍‌କ୍ଷେପଣ ହେଲା ସ୍ପେସ୍ ଏକ୍ସ କ୍ରିଉ-9
ଅର୍ଗସ ବ୍ୟୁରୋ: ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍‌ସ । ଆରମ୍ଭ ହେଲା କାଉଣ୍ଟ ଡାଉନ । ସୁନୀତାଙ୍କୁ ମହାକାଶରୁ ଫେରାଇବାକୁ ଗଲା କ୍ରୁ-୯ । ସୁନୀତା ଯାଇଥିବା ମହାକାଶଯାନ ବୋଇ
ହୃଦସ୍ପନ୍ଦନ
7m ago
ଆପଣଙ୍କ ହୃଦସ୍ପନ୍ଦନ ହଠାତ୍ ବଢ଼ିଯାଉଛି କି ?
ଅର୍ଗସ ବ୍ୟୁରୋ: କଣ ଆପଣଙ୍କ ହୃଦୟ ଭୟଭୀତ କି ? ଆପଣଙ୍କ ହୃଦସ୍ପନ୍ଦନ ହଠାତ୍ ବଢ଼ିଯାଉଛି କି ? ପ୍ରଶ୍ବାସ ନେବା ବେଳେ ଆପଣଙ୍କୁ କଷ୍ଟ ହେଉଛି କି ? ହଠାତ୍ ଛାତିରେ ଯନ୍ତ୍ରଣା ହେଉଛି କି
ହତ୍ୟା
18m ago
ଗାଡ଼ି ମଡ଼ାଇ ପୋଲିସ କନଷ୍ଟେବଲଙ୍କୁ ନିର୍ମମ ହତ୍ୟା
ଅର୍ଗସ ବ୍ୟରୋ: ନାଇଟ ଡ୍ୟୁଟିରେ ଥାଇ ଚୋରି ଡକାୟତି ମାମଲାର ତଦନ୍ତ କରୁଥାନ୍ତି ନାଙ୍ଗଲୋଇ ଥାନାର କନଷ୍ଟେବଲ ସନ୍ଦୀପ। ଅଞ୍ଚଳରେ ଚୋରି ଡକାୟତି ବଢ଼ିବା କାରଣରୁ ତାଙ୍କୁ ଏହାର ତଦନ୍