ହିଜବୁଲ୍ଲା ର ନେକ୍ସ ଲିଡର୍ ଫାଇନାଲ୍
by Argus News
Sun, Sep 29 | 9:22 p.m.

ଅର୍ଗସ ବ୍ୟୁରୋ: ହିଜବୁଲ୍ଲା ଚିଫ୍ ନସରୁଲ୍ଲାର ଖାତମା ପରେ ବି ଥମିନି ଜୁଦ୍ଧ... ଖୈାଫରେ ହିଜବୁଲ୍ଲା କାମ୍ପ ...ଇସ୍ରାଏଲ୍ ର ବୋମା ମାଡରେ ଛାର ଖାର ହିଜବୁଲ୍ଲା ହେଡକ୍ବାର୍ଟର...କିନ୍ତୁ ନସରୁଲ୍ହାର ମୃତଯୁ ର କସମ ଖାଇ ଆଗକୁ ଜୁଦ୍ଦ ପାଇଁ ପୁଣି ପ୍ରସ୍ତୁତ ହେଉଛି ହିଜବୁଲ୍ଲା...ନସରୁଲ୍ଲା ର ଶିଷ୍ୟ ହାସିମ୍ ସଫିଦ୍ଦିନ ହୋଇଛି ନୂଆ ମୁଖିଆ... । ନସରଲ୍ଲାକୁ ଇସ୍ରାଏଲ ହତ୍ୟା କରିବା ପରେ ସଫିଦ୍ଦିନକୁ ହିଜବୁଲ୍ଲାର ନୂଆ ମୁଖିଆ ଭାବେ ଘୋଷଣା କରାଯାଇଛି । ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନସରଲ୍ଲା ନିପାତ ପରେ ହିଜବୁଲ୍ଲା ଗୋଷଠୀରେ ଅଣ୍ଟା ଭାଇଗିଛି କିନ୍ତୁ ପୁରାପୁରି ଶେଷ ହେବା ପୂର୍ବରୁ ପୁଣି ଥରେ ଇସ୍ରାଏଲ୍ କୁ ସାମନା କରିବାକୁ ପ୍ରସ୍ତିତି ଆରମ୍ଭ କରିଛି ।


 ୨୦୧୭ରେ ସଫିଦ୍ଦିନକୁ ଆତଙ୍କବାଦୀ ଘୋଷଣା କରିଥିଲା ଆମେରିକା । ବିରୁଟ୍ ବୋମା ମାଡ଼ରେ ସଫିଦ୍ଦିନର ମଧ୍ୟ ମୃତ୍ଯୁ ହୋଇଥିବା ପ୍ରଥମେ କୁହାଯାଇଥିଲା । କିନ୍ତୁ ପରେ ଜଣାପଡ଼ିଥିଲା ସେ ଜୀବୀତ ଅଛି । ହିଜବୁଲ୍ଲାର ରାଜନୈତିକ ବ୍ୟାପାର ବୁଝାବୁଝି କରିବା ସହିତ ସଂଗଠନର ଜିହାଦ କାଉନସିଲର ମଧ୍ୟ ସେ ସଭ୍ୟ ରହିଛି । ଇରାନ ସହିତ ତାର ରହିଛି ଘନିଷ୍ଠ ସଂପର୍କ । । ନବେ ଦଶକରୁ ହିଁ ନସରଲ୍ଲାର ଉତ୍ତରାଧିକାରୀ ଭାବେ ସେ ପରିଚିତ ଥିଲା ବୋଲି କୁହାଯାଏ । ଅନଯପଟେ ନସରୁଲ୍ହା ର ମୃତଯୁ ପରେ କେବଳ ହିଜବୁଲ୍ଲା ନୁହେଁ , ଗାଜାରେ ହମାସ ଏବଂ ଇରାନ ରେ ହମାସ ସଦମର୍ଥକଙ୍କ ମଧଯରେ ଭଯ ଖେଲିଜାଇଛି..ହମାସ ଚିଫ୍ ଯାହାଯା ସିନୱାର ନେକ୍ସ ଇନ୍ ଲାଇନ୍ ବୋଲି ନେତାନାହୁଙ୍କ ହିଣ୍ଟ ପରେ ଲୁଚିବାକୁ ଜାଗା ଖୋଜୁଛି ସିନୱାର ।

ହିଜବୁଲ୍ଲା ହେଡ୍ ନସରୁହ୍ଲାର ନିପାତ ପରେ । ହସନ ନସରୁଲଲା ଆଉ ଦୁନିଆକୁ ଡରାଇପାରିବ ନାହିଁ ବୋଲି କହିଥିଲା ଆଡିଏଫ୍ । କିନ୍ତୁ ନସରହ୍ଲାର ମଋତଯୁର ମାତ୍ର ୨୪ ଘଣାଟା ଭିତରେ ହିଜବୁଲ୍ହା ନୂଆନେତା ଘୋଷଣା କରିଛି...ଅନଯପଟେ ଇରାନ୍ କୁ ସିଧାସଳଖ ଧମକି ଦେଇଛନ୍ତି ନେତାନଯଯାହୁ...ଏପରିକି ହମାସ ର ଖୁଙ୍କାର ନେତା ଯାହାଯା ସିନୱାର ଉପରେ ମଧଯ ନଜର ବୋଲି କହିଛନ୍ତି ଏପରି ସ୍ଥିତିରେ ହିଜବୁଲ୍ଲା ନୂଆ ନେତ-ତ୍ବ ସହିତ ପୁଣି ଛିଡା ହେବାକୁ ଚେଷ୍ଟା ଜାରୀ ରଖିଥିବା ବେଳେ ମଧଯ ପ୍ରାଚଯ ର ନିଆଁ କେବେ ଥମିବ ଏହାକୁ ନେଇ ବିଶଆବ ସମୁଦାଯ ଚିନ୍ତା ରେ

 

ଉପମୁଖ୍ୟମନ୍ତ୍ରୀ
ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦୟନିଧି ଷ୍ଟାଲିନ
ଅର୍ଗସ ବ୍ୟୁରୋ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ତାଙ୍କ ପୁଅ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବାର ଦିନକ ପରେ ରବିବାର ରାଜ୍ୟପା
ପଶ୍ଚିମବଙ୍ଗରେ
ପଶ୍ଚିମବଙ୍ଗରେ ବନ୍ଦ ହେବ ୧୫୦ ବର୍ଷର ଟ୍ରାମ୍‌ ସେବା
ଅର୍ଗସ ବ୍ୟୁରୋ: କୋଲକାତାରେ ୧୫୦ ବର୍ଷର ଟ୍ରାମ୍‌ ସେବା ବନ୍ଦ ହେବାକୁ ଯାଉଛି। ଟ୍ରାଫିକ୍‌ ଭିଡ଼ ହ୍ରାସ ଏବଂ ଦ୍ରୁତ ପରିବହନ ମାଧ୍ୟମ ପ୍ରଚଳନ ପାଇଁ ପଶ୍ଚିମବଙ୍ଗ ସରକାର କୋଲକାତା
ଏକ୍ସ କ୍ରିଉ-9
ଉତ୍‌କ୍ଷେପଣ ହେଲା ସ୍ପେସ୍ ଏକ୍ସ କ୍ରିଉ-9
ଅର୍ଗସ ବ୍ୟୁରୋ: ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍‌ସ । ଆରମ୍ଭ ହେଲା କାଉଣ୍ଟ ଡାଉନ । ସୁନୀତାଙ୍କୁ ମହାକାଶରୁ ଫେରାଇବାକୁ ଗଲା କ୍ରୁ-୯ । ସୁନୀତା ଯାଇଥିବା ମହାକାଶଯାନ ବୋଇ