ନେପାଳରେ ଭୂସ୍ଖଳନ ; ଗଲାଣି ୧୧୨ ଜଣଙ୍କ ଜୀବନ
by Argus News
Sun, Sep 29 | 10:03 a.m.

ଅର୍ଗସ ବ୍ୟୁରୋ : ନେପାଳରେ ଭୟଙ୍କର ବନ୍ୟା ସ୍ଥିତି । ଦୁଃଖକୁ ଦ୍ବିଗୁଣିତ କରିଛି ଭୂସ୍ଖଳନ । ବନ୍ୟାରେ ଏଯାଏ ୧୧୨ ଜଣଙ୍କ ଜୀବନ ଗଲାଣି । ଭୂସ୍ଖଳନ ଯୋଗୁ ଶହ ଶହ ନିଖୋଜ ଅଛନ୍ତି । ପ୍ରବଳ ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଜାରି ରହିଛି । ଅନେକ ସ୍ଥାନରେ ନଦୀ ଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ଅଧିକ ପଢନ୍ତୁ : ନେପାଳରେ ବଡ଼ ବିମାନ ଦୁର୍ଘଟଣା: ୧୯ ମୃତ !

ଉଦ୍ଧାରକାରୀ ଟିମ୍‌ ପକ୍ଷରୁ ରେସ୍କ୍ୟୁ ଅପରେସନକୁ ଜୋରଦାର କରାଯାଇଛି । କିଛି ସ୍ଥାନରେ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ନେପାଳରେ ପ୍ରଳୟକାରୀ ବନ୍ୟା ଯୋଗୁ ବିହାରର କିଛି ଜିଲ୍ଲାକୁ ଆଲର୍ଟ କରାଯାଇଛି । ବିହାରରେ ଏବେ ବି ବର୍ଷା ଜାରି ରହିଛି ।

ହକି ଖେଳାଳୀ
4m ago
ଟ୍ରକ୍ ଧକ୍କାରେ ୨ ଜଣ ହକି ଖେଳାଳୀଙ୍କ ମୃତ୍ୟୁ
ସୁନ୍ଦରଗଡ : ଟ୍ରକ୍ ଧକ୍କାରେ ୨ ଜଣ ହକି ଖେଳାଳୀଙ୍କ ମୃତ୍ୟୁ । ସୁନ୍ଦରଗଡ଼ ତଳସାରା ଥାନା ନିକଟସ୍ଥ ନିମଡିହି ଗାଁରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ସଚିନ କିଣ୍ଡୋ, ସୁମିଲା
ବିଜେଡି
6m ago
ବିଜେଡି କନ୍ଦଳ ଅସମ୍ଭାଳ,ନିରବ ନବୀନ!
ଅର୍ଗସ ବ୍ୟୁରୋ:ବିଜେଡିରେ କନ୍ଦଳ ଅସମ୍ଭାଳ,ନିରବ ନବୀନ। ଦିନକୁ ଦିନ ବିଗୁଡୁଛି ବିଜେଡି ସ୍ଥିତି। ଦଳ ଉପରୁ ନିୟନ୍ତ୍ରଣ ହରାଉଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ। ନିର୍ବାଚନ ହାରିବା ପର
ଜବରଦଖଲ ଅଭିଯୋଗ
12m ago
ମୋଟୁରେ ପ୍ରାୟ 100 ଏକର ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ
ମାଲକାନଗିରି: ବିଜେଡି ଶାସନରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସାଂଘାତିକ କେଳେଙ୍କାରୀ । ମାଲକାନଗିରି ମୋଟୁରେ ପ୍ରାୟ 100 ଏକର ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ । ସଂରକ୍ଷିତ ଜଙ୍ଗଲକୁ ବେଆଇ