ଅରେଞ୍ଜ ଜୁସ୍‌ ପିଇଲେ ମିଳେ ଏହି ଲାଭ 
by Argus News
Sun, Sep 29 | 7:54 p.m.

ନୂଆଦିଲ୍ଲୀ:  କିଛି  ଲୋକଙ୍କ ପାଇଁ  ସକାଳ ବ୍ରେକଫାଷ୍ଟରେ ନିହାତି ଦରକାର ହୋଇଥାଏ ଅରେଞ୍ଜ ଜୁସ୍‌  ।  କିନ୍ତୁ ଏହା କଣ ସ୍ୱାସ୍ଥ୍ୟ ପାଇଁ ହିତକାରକ.. ?   ଏହାକୁ ପ୍ରତ୍ୟେକ ଦିନ ପିଇବା ଦରକାର କି ?   
 ଏକ୍ସପର୍ଟ ମାନେ କୁହନ୍ତି  ଏକ୍ସରସାଇଜ୍‌ ପରେ  ପାଣି ପିଇବାକୁ ମନ ହୋଇଥାଏ।  ତେବେ ପାଣି ପରିବର୍ତ୍ତେ ଆପଣଙ୍କ ପାଖେ ବେଷ୍ଟ ଅପସନ୍‌  ହେଉଛି ଅରେଞ୍ଜ ଜୁସ୍‌। ଏହା ସତେଜ, ପୋଷକ ତତ୍ତ୍ୱରେ ଭରପୂର ଏବଂ ସକାଳେ ଆପଣଙ୍କୁ ସତେଜତା ଦେଇଥାଏ । କାରଣ ଏହା ଅତ୍ୟନ୍ତ  ପିତା ହୋଇନଥାଏ।  ସେଥିପାଇଁ ଏହାକୁ ଆରମରେ ଗୋଟିଏ ଗ୍ଲାସ ପିଇ ପାରିବେ।    ତେବେ ସୁବଦିନ ଅରେଞ୍ଜ ଜୁସ୍‌ ପିଇଲେ ଶରୀରକୁ କେଉଁ ପ୍ରକାର ଲାଭ ମିଳିଥାଏ ଆସନ୍ତୁ ଜାଣିବା.. 

ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ

ଅରେଞ୍ଜ ଜୁସ୍‌  ରେ ଭିଟାମିନ୍‌ ଭରପୁର  ମାତ୍ରାରେ ରହିଥାଏ।। ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।  ଏହା ଆପଣଙ୍କୁ ଥଣ୍ଡା, , ଫ୍ଲୁ, ଗୋଡ ଫୁଲା ରୁ ରକ୍ଷା କରିଥାଏ ।   
 ହେଲଦି ସ୍କିନ୍‌

ଯଦି ଆପଣଙ୍କ ସ୍କିନ୍‌   ଡଲ୍ ହୋଇଯାଇଛି  ତେବେ ଅରେଞ୍ଜ  ଜୁସ୍‌ ପିଅନ୍ତୁ ଦେଖିବେ କିପରି ସ୍କିନ୍ ସତେଜ୍‌ ଆଉ ସୁନ୍ଦର ଦିଶୁଛି।  ଏଥିରେ କେବଳ ନା ଭିଟାମିନ୍‌ C  ରହିଥାଏ ବରଂ ଏଥିରେ ଆଣ୍ଟିଅକ୍ସିଡେଣ୍ଟ ମଧ୍ୟ ଥାଏ।  ଯାହା ଫ୍ରୀ ରେଡିକଲ୍‌ ଏକ୍ଟିବିଟି ସହ  ଫାଇଟ୍‌ କରିବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥାଏ।  ଫ୍ରୀ ରେଡିକଲସ ଆପଣଙ୍କ ତ୍ୱଚାକୁ ଡଲ କରାଇଦେଇଥାଏ, ସ୍କିନ୍‌ କୁଣ୍ଡାଇ ମଧ୍ୟ ହୋଇଥାଏ।  ଅରେଞ୍ଜ ଜୁସ୍‌ ରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ ଯାହା ଆପଣଙ୍କ ତ୍ୱଚାକୁ ୟଙ୍ଗ ବନାଇଥାଏ ଏବଂ ସୁନ୍ଦର କାରିଥାଏ। 
 ହାଡକୁ ମଜଭୁତ କରିଥାଏ

ଅରେଞ୍ଜ ଜୁସ୍‌ ରେ  କ୍ୟାଲସିୟମ ମାତ୍ରା ଅଧିକ ଥାଏ।  ଯାହା ଆପଣଙ୍କ ହାଡକୁ  ଷ୍ଟ୍ରଙ୍ଗ କରିବାରେ ସହାୟକ ହୋଇଥାଏ। ଆମର କଙ୍କାଳ ସମ୍ପୂର୍ଣ୍ଣ ହାଡରେ ବନା ହୋଇଥାଏ। ଯେଉଥିପାଇଁ ଏହାକୁ ମଜଭୁତ ରଖିବା ଆବଶ୍ୟକ। 
 କିଡ୍‌ନି ଷ୍ଟୋନ

ଅରେଞ୍ଜ ଜୁସ୍‌  କ୍ୟାଲସିୟମ୍ ଅକ୍ସାଲେଟ୍ ଷ୍ଟୋନ୍‌  ସୃଷ୍ଟିକୁ  ଭାଙ୍ଗିବାରେ ସାହାଯ୍ୟ କରିଥାଏ ଏବଂ କିଡନୀରେ ଷ୍ଟୋନ୍‌ ହେବାରୁ ରକ୍ଷା କରିଥାଏ।  ଅରେଞ୍ଜ ଜୁସ୍‌ର ଏତେ ଫାଇଦା ଜାଣିବା ପରେ ଆପଣ ନିଶ୍ଚୟ ଏଥର ନିଜର ଡାଏଟ୍‌ ରେ ଆଡ କରିବେ ଅରେଞ୍ଜ ଜୁସ୍‌.. 

ଅଧିକ  ଦେଖନ୍ତୁ : 
 

ଉପମୁଖ୍ୟମନ୍ତ୍ରୀ
2m ago
ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦୟନିଧି ଷ୍ଟାଲିନ
ଅର୍ଗସ ବ୍ୟୁରୋ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ତାଙ୍କ ପୁଅ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବାର ଦିନକ ପରେ ରବିବାର ରାଜ୍ୟପା
ପଶ୍ଚିମବଙ୍ଗରେ
4m ago
ପଶ୍ଚିମବଙ୍ଗରେ ବନ୍ଦ ହେବ ୧୫୦ ବର୍ଷର ଟ୍ରାମ୍‌ ସେବା
ଅର୍ଗସ ବ୍ୟୁରୋ: କୋଲକାତାରେ ୧୫୦ ବର୍ଷର ଟ୍ରାମ୍‌ ସେବା ବନ୍ଦ ହେବାକୁ ଯାଉଛି। ଟ୍ରାଫିକ୍‌ ଭିଡ଼ ହ୍ରାସ ଏବଂ ଦ୍ରୁତ ପରିବହନ ମାଧ୍ୟମ ପ୍ରଚଳନ ପାଇଁ ପଶ୍ଚିମବଙ୍ଗ ସରକାର କୋଲକାତା
ଏକ୍ସ କ୍ରିଉ-9
11m ago
ଉତ୍‌କ୍ଷେପଣ ହେଲା ସ୍ପେସ୍ ଏକ୍ସ କ୍ରିଉ-9
ଅର୍ଗସ ବ୍ୟୁରୋ: ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍‌ସ । ଆରମ୍ଭ ହେଲା କାଉଣ୍ଟ ଡାଉନ । ସୁନୀତାଙ୍କୁ ମହାକାଶରୁ ଫେରାଇବାକୁ ଗଲା କ୍ରୁ-୯ । ସୁନୀତା ଯାଇଥିବା ମହାକାଶଯାନ ବୋଇ