ଓଡ଼ିଆରେ ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ 
by Argus News
Fri, Nov 29 | 5:33 p.m.

ଅର୍ଗସ ବ୍ୟୁରୋ: ଓଡ଼ିଆରେ ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । ସମସ୍ତଙ୍କୁ ଓଡ଼ିଆରେ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କଲେ । ଅଭିଭାଷଣ ଆରମ୍ଭ କରିବା ସମୟରେ ଦିଲ୍ଲୀରେ ଓଡିଶା ପର୍ବ କଥା ବଖାଣିଲେ । ଏହାସହ ଲିଙ୍ଗରାଜଙ୍କ ଭୂମିକୁ ଆସିଥିବାର ସୁଯୋଗ ମିଳିଥିବାରୁ ଖୁସି ବ୍ୟକ୍ତ କଲେ । 

ବିମାନ ବନ୍ଦରରେ ଏତେ ସଂଖ୍ୟାରେ ଲୋକ ମୋତେ ଅଭିଭୂତ କରିଛି । ମହାରାଷ୍ଟ୍ର, ହରିୟାଣା ନିର୍ବାଚନ ଫଳ ବିଶ୍ବାସ ଭରିଛି, ଏଠି ବି ଦେଖୁଛି ବୋଲି କହିଛନ୍ତି ପିଏମ୍ । ଏହା ହେଉଛି ଆମ କାର୍ଯ୍ୟକର୍ତ୍ତାଙ୍କ ସାମର୍ଥ୍ୟ । ବିଜେପିର କାମକୁ ଦେଖି ଲୋକେ ଭୋଟ୍ ଦେଉଛନ୍ତି । ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଜେପିର ଶକ୍ତିକୁ ନେଇ ପ୍ରଶ୍ନ କରୁଥିଲେ । ଓଡ଼ିଶା ଲୋକେ ଦିଲ୍ଲୀରେ ବିଜେପି କାମକୁ ଦେଖି ଭୋଟ୍ ଦେଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । 
 

ପ୍ରଧାନମନ୍ତ୍ରୀ ନରେନ୍ଦ
39m ago
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ
ଅର୍ଗସ ବ୍ୟୁରୋ: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ । ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ଦଳୀୟ ପଦାଧିକାରୀ ମିଟିଂରେ ଉପସ୍ଥିତ ରହିଛନ୍ତି । ଦଳୀ
ମୁଖ୍ୟମନ୍ତ୍ରୀ
47m ago
କିଏ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?
ଅର୍ଗସ ବ୍ୟୁରୋ: କିଏ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏବେବେ ଲାଗି ରହିଛି ସସପେନ୍ସ । ଘନ ଘନ ବୈଠକ ସତ୍ତ୍ବେ ବାହାରି ପାରୁନି ନିଷ୍କର୍ଷ । ଆସନ୍ତା ରବିବାର ବୈଠକର
ସଭା
57m ago
ଜନସମୁଦ୍ର ପାଲଟିଲା ସମ୍ବର୍ଦ୍ଧନା ସଭା
ଅର୍ଗସ ବ୍ୟୁରୋ: ଜଗନ୍ନାଥଙ୍କ ଭୂଇଁରେ ଜଗନ୍ନାଥଙ୍କ ପୁତ୍ର । ପାଞ୍ଚ ମାସ ଭିତରେ ତୃତୀୟ ଗସ୍ତ। ନେତାଙ୍କଠାରୁ ଜନତା ସମସ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ। ଜନନାୟକଙ୍କୁ ଭବ୍ୟ ସ୍ବାଗ
କୃତଜ୍ଞ
ଓଡ଼ିଶାବାସୀଙ୍କ ଭଲପାଇବା ପାଇଁ କୃତଜ୍ଞ
ଅର୍ଗସ ବ୍ୟୁରୋ: ମୋଦିଙ୍କ ମୁହଁରେ ଓଡ଼ିଶାର ଜୟଜୟକାର। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ଭୁବନେଶ୍ବରରେ ବିଶାଳ ଜନସଭାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ବିଜେପି ପକ୍ଷର
ମହୋତ୍ସବ
ଆଦିବାସୀ ଲୋକ ମହୋତ୍ସବ ପରବ-୨୦୨୪ରେ କଳା, ସଂସ୍କୃତିକୁ ପ୍ରଦର୍ଶନ କରାଯାଇଛି
ଅର୍ଗସ ବ୍ୟୁରୋ: ଭାରତର ସର୍ବ ବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ବାର୍ଷିକ ଆଦିବାସୀ ଲୋକ ମହୋତ୍ସବ ପରବ-୨୦୨୪କୁ ଆୟଜନ କରିଛି । ଯାହା ସ୍ଥାନୀ