ମାଞ୍ଜା ସୂତା ବ୍ୟବହାର କଲେ କଡା କାର୍ଯ୍ୟାନୁଷ୍ଠାନ
by Argus News
Sat, Dec 14 | 6:33 p.m.

କଟକ: କଟକରେ ଚାଇନିଜ ମାଞ୍ଜା ସୂତା ଧରପଗଡ ଆରମ୍ଭ କରିବ କଟକ କମିସନରେଟ ପୋଲିସ । ଲୁଚା ଛପାରେ ବେଆଇନ ଭାବେ ବିକ୍ରୀ କରାଯାଉଥିବା ମାଞ୍ଜା ସୂତା ଧରିବା ପାଇଁ ସହରର ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି । କୌଣସି ମୁହୂର୍ତ୍ତରେ ଚାଇନିଜ ମାଞ୍ଜା ସୂତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କହିଛନ୍ତି ଡିସିପି । ଚାଇନିଜ ମାଞ୍ଜା ସୂତା ବ୍ୟବସାୟୀ ଓ ବ୍ୟବହାରକାରୀଙ୍କ ବିରୋଧରେ କ୍ୱିକ୍ ଆକ୍ସନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମୀନା । ତେବେ ଏହି ଚାଇନିଜ ମାଞ୍ଜା ସୂତା ବ୍ୟବହାର ହେବା ଯୋଗୁଁ ସହରରେ ଅନେକ ଥର ଅନେକ ଦୁର୍ଘଟଣା ଘଟିଛି । ଲୋକଙ୍କ ଜୀବନ ଯିବା ସହ  ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି ।  
 

ଭାରତର ସମ୍ବିଧାନ
75 ବର୍ଷ ପୂର୍ତ୍ତି ଅବସରରେ ଦୁଇ ଦିନ ହେଲା ସଂସଦରେ ସ୍ବତନ୍ତ୍ର ଆଲୋଚନା
ଅର୍ଗସ ବ୍ୟୁରୋ: ଭାରତର ସମ୍ବିଧାନକୁ 75 ବର୍ଷ ପୂର୍ତ୍ତି ଅବସରରେ ଦୁଇ ଦିନ ହେଲା ସଂସଦରେ ସ୍ବତନ୍ତ୍ର ଆଲୋଚନା। ଆଜି ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀ ସମ୍ବିଧାନ ପ୍ରସଙ୍ଗରେ କଂଗ୍ରେସ ଉପର
ଜଳିଗଲା ବସ
ହୁତୁ ହୁତୁ ହୋଇ ଜଳିଗଲା 'ମୋ ବସ'
କଟକ: ହୁତୁ ହୁତୁ ହୋଇ ଜଳିଗଲା ମୋ ବସ । କଟକ ଲିଙ୍କରୋଡ଼ ବସ ଷ୍ଟାଣ୍ଡରେ ଜଳିଗଲା ବସ । ବସରୁ ଧୂଆଁ ବାହାରିବା ପରେ ବସରୁ ଓହ୍ଲାଇ ପଡ଼ିଥିଲେ ସମସ୍ତ ଯାତ୍ରୀ । କାହାର କୌଣସି କ୍ଷତି ହୋଇ ନାହି
RBI
କୃଷକଙ୍କୁ ଆର୍‌ବିଆଇର ବଡ଼ ଉପହାର
ଅର୍ଗସ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ କୃଷକମାନଙ୍କ ପାଇଁ ବନ୍ଧକମୁକ୍ତ ଋଣ ସୀମାକୁ ୧.୬ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ଏହି ନିଷ୍ପତ୍ତି 2025 ଜାନୁଆରୀ ୧ ତାରିଖର
BJD
ଓଡ଼ିଆ ସ୍ବାଭିମାନ ସଭ୍ୟତାକୁ ବିଜେଡି ସାଂସଦ ମୁନ୍ନା ଖାଁଙ୍କ ଅପମାନ
ଅର୍ଗସ ବ୍ୟୁରୋ: ଆହେ ଦୟା ମୟ ପ୍ରାର୍ଥନାକୁ ସମାଲୋଚନା ଓ ତାର ଲେଖକ ରାମକୃଷ୍ଣ ନନ୍ଦଙ୍କୁ କଟାକ୍ଷ କରିଥିବା ସାଂସଦ ମୁନ୍ନା ଖାଁଙ୍କୁ ବିଜେଡି ସୁରକ୍ଷା। ଜଣାଶୁଣା କବି ସାରସ୍ବ
ମହାନଦୀ ଟ୍ରିବ୍ୟୁନାଲ
ମହାନଦୀକୁ ନେଇ ପୁଣି ମହା ବିତର୍କ
ଅର୍ଗସ ବ୍ୟୁରୋ: ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ନୂତନ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦି । ଏପଟେ ମହାନଦୀ ପ୍ରସଙ୍ଗରେ ଓଡ଼ିଶାରେ ଜୋ