ସୁରେଶ ଦେବଦତ୍ତ ସିଂ ହେଲେ ନୂଆ ପୋଲିସ କମିଶନର
by Argus News
Sun, Sep 29 | 8:38 p.m.

ଭୁବନେଶ୍ୱର:   ଆଇପିଏସ ସ୍ତରରେ ଅଦଳବଦଳ। ଅଦଳବଦଳ କଲେ ରାଜ୍ୟ ସରକାର। ବଦଳିଲେ କଟକ-ଭୁବନେଶ୍ବର ପୋଲିସ କମିଶନର ସଞ୍ଜୀବ ପଣ୍ଡା। ସଞ୍ଜୀବ ପଣ୍ଡା ହେଲେ ଏଡିଜି ଟ୍ରେନିଂ,BPSPA ନିର୍ଦ୍ଦେଶକ। ସୁରେଶ ଦେବଦତ୍ତ ସିଂ ହେଲେ ନୂଆ ପୋଲିସ କମିଶନର।

ଉମାଶଙ୍କର ଦାସ ହେଲେ ଅତିରିକ୍ତ ପୋଲିସ କମିଶନର। ସେହିପରି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ADGP ଆଧୁନିକିକରଣ ଦାୟିତ୍ବ। ସେହିପରି ଏ. କେ. ରୟ ହେଲେ ଜେଲ ବିଭାଗ ଡିଜି। ଏସ ଏମ ନରଭଣେ ହେଲେ ପ୍ରିଣ୍ଟିଂ,ଷ୍ଟେସନାରୀ ଓ ପବ୍ଲିକେଶନର ନିର୍ଦ୍ଦେଶକ। ଅରୁଣ ବୋଥ୍ରା ହେଲେ ADGP,ରେଳ ଓ ଉପକୂଳ ସୁରକ୍ଷା। ସଞ୍ଜୟ କୁମାର କୌଶଲ ହେଲେ IGP,ଭିଜିଲାନ୍ସ ପ୍ରତିଷ୍ଠାନ। ପ୍ରକାଶ ଆର୍ ହେଲେ କ୍ରାଇମବ୍ରାଞ୍ଚ ଡିଆଇଜି ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

ଉପମୁଖ୍ୟମନ୍ତ୍ରୀ
ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦୟନିଧି ଷ୍ଟାଲିନ
ଅର୍ଗସ ବ୍ୟୁରୋ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ତାଙ୍କ ପୁଅ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବାର ଦିନକ ପରେ ରବିବାର ରାଜ୍ୟପା
ପଶ୍ଚିମବଙ୍ଗରେ
ପଶ୍ଚିମବଙ୍ଗରେ ବନ୍ଦ ହେବ ୧୫୦ ବର୍ଷର ଟ୍ରାମ୍‌ ସେବା
ଅର୍ଗସ ବ୍ୟୁରୋ: କୋଲକାତାରେ ୧୫୦ ବର୍ଷର ଟ୍ରାମ୍‌ ସେବା ବନ୍ଦ ହେବାକୁ ଯାଉଛି। ଟ୍ରାଫିକ୍‌ ଭିଡ଼ ହ୍ରାସ ଏବଂ ଦ୍ରୁତ ପରିବହନ ମାଧ୍ୟମ ପ୍ରଚଳନ ପାଇଁ ପଶ୍ଚିମବଙ୍ଗ ସରକାର କୋଲକାତା
ଏକ୍ସ କ୍ରିଉ-9
ଉତ୍‌କ୍ଷେପଣ ହେଲା ସ୍ପେସ୍ ଏକ୍ସ କ୍ରିଉ-9
ଅର୍ଗସ ବ୍ୟୁରୋ: ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍‌ସ । ଆରମ୍ଭ ହେଲା କାଉଣ୍ଟ ଡାଉନ । ସୁନୀତାଙ୍କୁ ମହାକାଶରୁ ଫେରାଇବାକୁ ଗଲା କ୍ରୁ-୯ । ସୁନୀତା ଯାଇଥିବା ମହାକାଶଯାନ ବୋଇ