ଦିନ ଦ୍ୱିପ୍ରହରରେ ଖଣି ଅଧିକାରୀଙ୍କୁ ଗୋଡ଼େଇ ପିଟୁଛନ୍ତି ଖଣି ମାଫିଆ
by Argus News
Fri, Aug 23 | 9:34 a.m.

ଅର୍ଗସ ବ୍ୟୁରୋ:  ଖୋର୍ଦ୍ଧା ଜିଲ୍ଲାରେ ପୁଣି ଆରମ୍ଭ ହୋଇଛି ଖଣି ମାଫିଆଙ୍କ ଆତଙ୍କ ରାଜ। ଦିନ ଦ୍ବିପ୍ରହରରେ ଖଣି ଅଧିକାରୀଙ୍କୁ ଗୋଡ଼େଇ ପିଟିବା ସହିତ ସେମାନଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି । ନିରାକାରପୁର ଥାନା ବଡ଼ପୋଖରିଆରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜିଲ୍ଲାରେ ନୂଆ ଖଣି ଚିହ୍ନଟ ପାଇଁ ଗତ କିଛି ଦିନ ହେଲା ପାଞ୍ଚ ବିଭାଗର ଅଧିକାରୀଙ୍କୁ ନେଇ ଯାଞ୍ଚ ଚାଲି ଥିବା ବେଳେ ବଡ଼ପୋଖରିଆ ଗାଁକୁ ଯାଞ୍ଚ ଟିମ୍‌ ଯାଇଥି‌ଲା।

ଟିମ୍‌ରେ ଜଙ୍ଗଲ ବିଭାଗର ଏସିଏଫ୍‌ ସୁଶାନ୍ତ କୁମାର ବନ୍ଧ, ଭୂତତ୍ତ୍ବ ବିଜ୍ଞାନୀ ସୁଶାନ୍ତ ବେହେରା, ପରିବେଶ ବିଜ୍ଞାନୀ ସ୍ମୃତିରଞ୍ଜନ ପ୍ରଧାନ, ସର୍ଭେୟର ମାନସରଂଜନ ମହାନ୍ତ ଓ ରାଜସ୍ବ ସୁପରଭାଇଜର ଟୁଟୁ ସ୍ବାଇଁ ଯାଇଥିଲେ। ସର୍ଭେ ସରିବା ପରେ ଏହି ପାଞ୍ଚ ବିଭାଗର ଅଧିକାରୀ ଦୁଇଟି ଗାଡ଼ିରେ ଗାଁରୁ ଫେରୁଥିଲେ। ବଡ଼ପୋଖରିଆ ଶଅର ସାହି ନିକଟରେ ହଠାତ୍‌ କିଛି ଲୋକ ସଂଘବଦ୍ଧ ହୋଇ ଗାଡ଼ିକୁ ଅଟକାଇବା ସହିତ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

SURESH PUJARI
ସର୍କିଟ ହାଉସଠାରେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କର ସମୀକ୍ଷା ବୈଠକ
ଅର୍ଗସ ବ୍ୟୁରୋ: ସମ୍ବଲପୁର ସର୍କିଟ ହାଉସଠାନେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କର ସମୀକ୍ଷା ବୈଠକ । ବୈଠକନେ ଜ଼ିଲ୍ଲା ପ୍ରଶାସନର ସବୁ ଅଧିକାରୀ ସାମିଲ । ଜ଼ିଲ୍ଲାର ଧାନ ଠୁ
ଯୋଗାଣ ବିଭାଗ
ମଣ୍ଡି ବ୍ୟତୀତ ବାହାରେ ଧାନ କିଣିଲେ ହେବ କଡା ଆକ୍ସନ
ଅର୍ଗସ ବ୍ୟୁରୋ: ବିଭିନ୍ନ ସ୍ଥାନରେ ମିଲର ମାନେ ସିଧାସଳଖ ଚାଷୀଙ୍କଠୁ କମ ଦାମ୍ ରେ ଧାନ କିଣି ମହଜୁଦ କରି ରଖିବା ପ୍ରସଙ୍ଗରେ କଡା ଆଭିମୁଖ୍ୟ ଜାହିର କଲେ ଯୋଗାଣ ବିଭାଗ । ବିଭାଗୀ
VILLAGER
ପାହାଡ଼ ଚିରି ୪ କି.ମି ରାସ୍ତା ତିଆରି କଲେ ଗ୍ରାମବାସୀ
ଅର୍ଗସ ବ୍ୟୁରୋ: ଗାଁକୁ ଯିବାକୁ ନ ଥିଲା ରାସ୍ତା । ବାରମ୍ବାର ଗୁହାରି କରି ନୟାନ୍ତ ହେଲେ ଗାଁ ଲୋକ। ହେଲେ ଶୁଣିଲାନି ପ୍ରଶାସନ କି ଶୁଣିଲେନି ସରକାର । ଶେଷରେ ବଡ଼ ନିଷ୍ପତ୍ତ
ସୁଭଦ୍ରା ଯୋଜନା
ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ
ଅର୍ଗସ ବ୍ୟୁରୋ: ସୁଭଦ୍ରାକୁ ନେଇ ବଡ଼ ସୂଚନା । ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ । ବାଦ ପଡ଼ିଥିବା 2 ଲକ୍ଷ 67 ହଜାର ଆବେଦନକୁ ଆଉ ଥରେ ଯାଞ୍ଚ ପର
ଜେଲ୍
ଜେଲ୍ ଗଲେ ଲଲ
ଅର୍ଗସ ବ୍ୟୁରୋ: ବବିଙ୍କ ଭାଇ ଲଲ ଗିରଫ ପରେ ଜେଲ ଗଲେ । ଜେଲ ଗଲେ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସ ଓରଫ୍ ଲଲ । SDJMଙ୍କ ହାଜର ପରେ ଜେଲ ଗଲେ । ଗିରଫ ପରେ SDJM ପାଖର