ଅର୍ଗସ ବ୍ୟୁରୋ: ରାଜଧାନୀରେ ପୁଣି ମାତିଲେ ଲୁଟେରା । ଗୋଟିଏ ଆପାର୍ଟମେଣ୍ଟର 4 ଟି ଫ୍ଲାଟରୁ ଚୋରି । ପାହାଳ ନିକଟରେ ଥିବା ସିଟି ହୋମ ଆପାର୍ଟମେଣ୍ଟର 4 ଟି ଫ୍ଲାଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ । 4 ଜଣ ଦୁବୃର୍ତ୍ତ ଆପାର୍ଟମେଣ୍ଟରେ ପସିଥିବା ନେଇ ସିସିଟିଭିରେ ଦେଖିବାକୁ ମିଳିଛି । ଗତ 11 ତାରିଖରେ ଏନେଇ ପାହାଳ ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି ।