ଆର୍ଜେଣ୍ଟିନାରେ ବିମାନ ଦୁର୍ଘଟଣାରେ୨ ଜଣଙ୍କ ମୃତ୍ୟୁ
by Argus News
Thu, Dec 19 | 9:08 a.m.

ଅର୍ଗସ ବ୍ୟୁରୋ: ଆର୍ଜେଣ୍ଟିନାରେ ବିମାନ ଦୁର୍ଘଟଣାରେ୨ ଜଣଙ୍କ ମୃତ୍ୟୁ ହୋଇଛି । ଆର୍ଜେଣ୍ଟିନାର ସାନ ଫର୍ନାଣ୍ଡୋ ବିମାନବନ୍ଦରରେ ଅବତରଣ କରିବା ସମୟରେ ବମ୍ବେଡିଅର୍ ଚ୍ୟାଲେଞ୍ଜର୍ 300 ଏକ କୋଠାକୁ ଖସିପଡିଥିଲା । ପୁଣ୍ଟା ଡେଲ ଏଷ୍ଟେରୁ ବିମାନଟି ଆସି ରନୱେରେ ଅବତରଣ ସମୟରେ ଏହି ଦୁର୍ଘଟଣା ଘଟିଛି । କ୍ରାସ ସମୟରେ ବିମାନରେ କେବଳ ପାଇଲଟ୍ ଏବଂ ସହ-ପାଇଲଟ୍ ଥିଲେ । ତେବେ ଉଦ୍ଧାରକାରୀ ଦଳ ବିପର୍ଯ୍ୟୟ ସ୍ଥଳ ନିକଟରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିଥିଲେ ଏବଂ ଏହି ଧକ୍କା ଯୋଗୁଁ ନିକଟସ୍ଥ ଅନେକ ଘର ନଷ୍ଟ ହୋଇଛି । 
 

ସଂସଦରେ
3m ago
ସଂସଦରେ କଂଗ୍ରେସ-ବିଜେପି ମୁହାଁମୁହିଁ: ଲୋକସଭା ଦିନ ୨ଟା ଯାଏ ମୁଲତବୀ
ଅର୍ଗସ ବ୍ୟୁରୋ: ଗୁରୁବାର ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଉଭୟ ଦଳର ସଦସ୍ୟଙ୍କ ମଧ୍ୟର
ଭାରତରେ ୯୦୦
21m ago
ଭାରତରେ ୯୦୦ କୋଟି ରୋଜଗାର କଲାଣି ‘ପୁଷ୍ପାରାଜ୍’
ଅର୍ଗସ ବ୍ୟୁରୋ: ପୁଷ୍ପା, ପୁଷ୍ପାରାଜ୍…. ଫାୟାର ନେହିଁ ୱାଇଲ୍ଡ ଫାୟାର ହେ…. ଅଲ୍ଲୁ ଅର୍ଜୁନଙ୍କ ନୂଆ ଡାଇଲଗ୍ ତାଙ୍କର ନୂଆ ଫିଲ୍ମକୁ ଏକଦମ ମ୍ୟାଚ୍ କରିଛି । ଏବେ ସାର
ପ୍ରତାପ ଷଡ଼ଙ୍ଗୀ
43m ago
ସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତ
ନୂଆଦିଲ୍ଲୀ: ଗୃହରେ ଥିବାବେଳେ ସିଢ଼ିରୁ ପଡ଼ିଗଲେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । ରାହୁଲ ଗାନ୍ଧୀ ଠେଲିଦେଇଥିବା କଥା ନିଜ ପ୍ରତିକ୍ରିୟାରେ କହିଛନ୍ତି ପ୍ରତାପ ଷଡଙ୍ଗୀ । ରାହୁଲ ଗାନ୍ଧ
STOCK EXCHANGE
କାରବାର ଆରମ୍ଭରୁ ଖସିଛି ବମ୍ବେ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ
ଅର୍ଗସ ବ୍ୟୁରୋ: ଷ୍ଟକ୍ ମାର୍କେଟରେ ବଡ ବିପର୍ଯ୍ୟୟ । ଆଜି କାରବାର ଆରମ୍ଭରୁ ବମ୍ବେ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ ଖସିବାରେ ଲାଗିଥିଲା । ବର୍ତ୍ତମାନ ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଂ
WINTER UPDATE
ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ବଦଳୁଛି ପାଣିପାଗର ମିଜାଜ୍
ଅର୍ଗସ ବ୍ୟୁରୋ: ଉତ୍ତର ଭାରତରେ ଶୀତର ଲହରୀ। ପ୍ରବଳ ଯାଡରେ ଆକ୍ତାମାକ୍ତା ଲୋକେ। ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ହରିୟାଣା. ମଧ୍ୟପ୍ରଦେଶ , ଉତ୍ତରପ୍ରଦେଶର