ଷ୍ଟାଣ୍ଡପୋଷ୍ଟ ଅଛି ମିଳୁନି ପାଣି
by Argus News
Mon, Nov 18 | 6:43 p.m.

ବୌଦ୍ଧ: ଏ ହେଉଛି ବୌଦ୍ଧ କଣ୍ଟାମାଲ ବ୍ଲକ ବରଗାଁ ଗ୍ରାମପଂଚାୟତ ର ଉପାନ୍ତ ବରଗାଁ I ଏହି ଅଂଚଳରେ ଅଧିକାଂଶ ଆଦିବାସୀ ସମ୍ପ୍ରଦାୟ ଲୋକ ବସବାସ କରିଥାନ୍ତି I ତେବେ ଏଠାରେ ମୁଖ୍ୟ ସମସ୍ୟା ହେଇଛି ପିଇବା ପାଣି ସମସ୍ୟା I ଏହି ଗାଁ ର ବିଭିନ୍ନ ଘର ଆଗରେ ପୁର୍ବ ବିଜେଡି ସରକାର ସମୟ ରେ ବସୁଧI ଯୋଜନା ର ଷ୍ଟାଣ୍ଡପୋଷ୍ଟ ଲଗାଯାଇଛି କିନ୍ତୁ ଆସୁନି ପାଣି I ଏପଟେ ଗାଁ ରେ ଥିବା ନଲକୂପରୁ ବିଶୁଦ୍ଧ ଜଳ ବାହାରୁ ନଥିବା ଅଭିଯୋଗ ହୋଇଛି।  

ଲୋକାପଡା ଠାରେ ଏକ ବୃହତ ବସୁଧା ର ପ୍ଲାଣ୍ଟ ନିର୍ମାଣ ହୋଇଛି । ବ୍ଲକ ର କିଛି ଅଂଚଳ ରେ ପାଣି ଯୋଗା ଯାଉଥିଲେ ମଧ୍ୟ ଅନେକ ଅଞ୍ଚଳ ପାଣି ପାଇବାରୁ ବଞ୍ଚିତ ।  କେବଳ ଘର ଆଗରେ ଷ୍ଟାଣ୍ଡ ପୋଷ୍ଟ ଲଗେଇ ଦେଇ କାମ ସାରି ଦେଇଛନ୍ତି ପୂର୍ବ ସରକାର I ମାତ୍ର ଷ୍ଟାଣ୍ଡପୋଷ୍ଟରୁ ଟୋପାଏବି ପାଣଇ ବାହାରୁନି। 
 

ଏହି ଚିତ୍ର ସ୍ପଷ୍ଟ କରୁଛି ଉପାନ୍ତର ବସୁଧା ଧୋକା। ପ୍ରକଳ୍ପ ହୋଇଛି ହେଲେ ଲୋକଙ୍କୁ ମିଳୁନି ପାଣି। ପାଇପ ଲାଇନ ଷ୍ଟାଣ୍ଡପୋଷ୍ଟ ଏଠି କେବଳ ପ୍ରହସନ।  

SURESH PUJARI
ସର୍କିଟ ହାଉସଠାରେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କର ସମୀକ୍ଷା ବୈଠକ
ଅର୍ଗସ ବ୍ୟୁରୋ: ସମ୍ବଲପୁର ସର୍କିଟ ହାଉସଠାନେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କର ସମୀକ୍ଷା ବୈଠକ । ବୈଠକନେ ଜ଼ିଲ୍ଲା ପ୍ରଶାସନର ସବୁ ଅଧିକାରୀ ସାମିଲ । ଜ଼ିଲ୍ଲାର ଧାନ ଠୁ
ଯୋଗାଣ ବିଭାଗ
ମଣ୍ଡି ବ୍ୟତୀତ ବାହାରେ ଧାନ କିଣିଲେ ହେବ କଡା ଆକ୍ସନ
ଅର୍ଗସ ବ୍ୟୁରୋ: ବିଭିନ୍ନ ସ୍ଥାନରେ ମିଲର ମାନେ ସିଧାସଳଖ ଚାଷୀଙ୍କଠୁ କମ ଦାମ୍ ରେ ଧାନ କିଣି ମହଜୁଦ କରି ରଖିବା ପ୍ରସଙ୍ଗରେ କଡା ଆଭିମୁଖ୍ୟ ଜାହିର କଲେ ଯୋଗାଣ ବିଭାଗ । ବିଭାଗୀ
VILLAGER
ପାହାଡ଼ ଚିରି ୪ କି.ମି ରାସ୍ତା ତିଆରି କଲେ ଗ୍ରାମବାସୀ
ଅର୍ଗସ ବ୍ୟୁରୋ: ଗାଁକୁ ଯିବାକୁ ନ ଥିଲା ରାସ୍ତା । ବାରମ୍ବାର ଗୁହାରି କରି ନୟାନ୍ତ ହେଲେ ଗାଁ ଲୋକ। ହେଲେ ଶୁଣିଲାନି ପ୍ରଶାସନ କି ଶୁଣିଲେନି ସରକାର । ଶେଷରେ ବଡ଼ ନିଷ୍ପତ୍ତ
ସୁଭଦ୍ରା ଯୋଜନା
ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ
ଅର୍ଗସ ବ୍ୟୁରୋ: ସୁଭଦ୍ରାକୁ ନେଇ ବଡ଼ ସୂଚନା । ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ । ବାଦ ପଡ଼ିଥିବା 2 ଲକ୍ଷ 67 ହଜାର ଆବେଦନକୁ ଆଉ ଥରେ ଯାଞ୍ଚ ପର
ଜେଲ୍
ଜେଲ୍ ଗଲେ ଲଲ
ଅର୍ଗସ ବ୍ୟୁରୋ: ବବିଙ୍କ ଭାଇ ଲଲ ଗିରଫ ପରେ ଜେଲ ଗଲେ । ଜେଲ ଗଲେ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସ ଓରଫ୍ ଲଲ । SDJMଙ୍କ ହାଜର ପରେ ଜେଲ ଗଲେ । ଗିରଫ ପରେ SDJM ପାଖର