SCB FIRE
ଏସସିବି ଟ୍ରମା  icuରେ ଲାଗିଛି ନିଆଁ
କଟକ: ଏସସିବି ମେଡିକାଲରେ ଅଗ୍ନିକାଣ୍ଡ । ଏସସିବି ଟ୍ରମା icu ରେ ଲାଗିଛି ନିଆଁ । ପଞ୍ଚମ ମହଲାର ସେଣ୍ଟ୍ରାଲ icu ରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିଶମ ବିଭାଗର ଟିମ୍ ପହଁଞ୍ଚି ନିଆଁକୁ ଆୟତ୍ତ କରିବା ସହ ରୋଗୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛ
MURDER
ତୁରୁମୁଙ୍ଗା ଅଞ୍ଚଳରେ ଚାଞ୍ଚଲ୍ୟ, ପୁଅର ଠେଙ୍ଗା ପାହାରରେ ମା'ର ମୃତ୍ୟୁ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରୀ ଭାଲୁପାହାଡି ସାହିରେ ଚାଞ୍ଚଲ୍ୟ । ପୁଅର ଠେଙ୍ଗା ପାହାରରେ ମା'ର ମୃତ୍ୟୁ ଘଟିଛି । ପୋଲିସ ଅଭିଯୁକ୍ତ ପୁଅ ସୁରେନ୍ଦ୍
ଟାଟା ପାୱାର
ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଟାଟା ପାୱାର ଅଧିକାରୀ
କଟକ: ସର୍ଟ ସର୍କିଟରୁ ଫସଲ ନଷ୍ଟ । ଟାଟା ପାୱାର ଅଧିକାରୀ ମାନୁନାହାନ୍ତି ମାନବାଧିକାର କମିଶନଙ୍କ ନିର୍ଦେଶ । କଟକ ଜିଲ୍ଲାର କିଶନନଗର ଥାନା ଅଧିନସ୍ତ ବାଲିଶୁକ୍ରୀ ଗ୍ରାମର ନଈକୂ
କାମାକ୍ଷାନଗର
କାମାକ୍ଷାନଗରର କୁଖ୍ୟାତ ଅପରାଧୀକୁ ପୋଲିସର ଏନକାଉଣ୍ଟର
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର କୁଖ୍ୟାତ ଅପରାଧୀ ସୁବାଷ ଖୁଣ୍ଟିଆକୁ ପୋଲିସର ଏନକାଉଣ୍ଟର।ଢେଙ୍କାନାଳ କାମାକ୍ଷାନଗର ଖୁଣ୍ଟାପଶି ଗାଁ ନିକଟସ୍ଥ ଜଙ୍ଗଲରେ ହୋଇଛି ଏନକାଉଣ୍ଟର
ଠକେଇ
ଚାକିରିର ଆଳ ଦେଖାଇ ଲୁଟୁଥିଲେ କୋଟିକୋଟି, ଗିରଫ କଲା ପୋଲିସ
ବାଲେଶ୍ବର : ଚାକିରି ନାଁରେ ଠକେଇ। ଚାକିରି ସହ ଲାଇସେନ୍ସ କରାଇବା ନାଁରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ବାଲେଶ୍ବର ସୋର ଅଞ୍ଚଳର ରମେଶ ଚନ୍ଦ୍
ଡବଲ ମର୍ଡର
ଓଡଗାଁ ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଘୋଷଣା କଲେ ଜଜ୍
ଅର୍ଗସ ବ୍ୟୁରୋ : ୨୦୧୯ ମସିହା ନୟାଗଡ଼ ଜିଲ୍ଲା ଓଡଗାଁ ବିଭତ୍ସ ଭାବରେ ଡ଼ବଲ ମର୍ଡର ଘଟଣା । ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଲେ ଓଡଗାଁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ l ଅଭିଯୁକ୍ତ ଜଣ
ମୃତଦେହ
କବାଟରେ ଲାଗିଛି ମୃତଦେହ, ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗାଁରେ ବଧୂ ହତ୍ୟା ଅଭିଯୋଗ। ହତ୍ୟା କରି କବାଟରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।ମୃତକ ପରଜଙ୍
ପାରିବାରିକ କଳହ
ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
ଯାଜପୁର: ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବରୀ ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏହ
ଲିଙ୍କ୍
ମୋବାଇଲକୁ ଆସୁଥିବା ଲିଙ୍କ୍ ଅସଲି ନା ନକଲି କେମିତି ଜାଣିବେ?
ଅର୍ଗସ ବ୍ୟୁରୋ: ଆଜିକାଲି ସାଇବର କ୍ରାଇମ ବହୁତ ମାତ୍ରାରେ ବଢ଼ିବାକୁ ଲାଗିଲାଣି। କାହାକୁ କଲ କରି ସ୍କାମ କରାଯାଉଛି ତ ଆଉ କିଏ ମେସେଜ ମାଧ୍ୟମରେ ଠକାମିର ଶିକାର ହେଉଛି। ବର୍ତ୍ତମାନ ଏକ ଲିଙ୍
ATTACK
ଥରେ କି ଦୁଇ ଥର ନୁହଁ ୧୬ ଥର ଛୁରୀ ଭୁଷି ହତ୍ୟା
କେନ୍ଦ୍ରାପଡା: ଥରେ କି ଦୁଇ ଥର ନୁହଁ ୧୬ ଥର ଛୁରୀ ଭୁଷି ହତ୍ୟା । ଘଟଣା ଘଟିଛି କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଟାଉନ୍ ବଲରାମ ପୁରୁରେ । ଛୁରୀ ମାଡରେ ମୃତ୍ୟୁବରଣ କରିଥିବା ଯୁବକ ଜଣଙ୍
ଆଜୀବନ କାରାଦଣ୍ଡ
ସ୍ତ୍ରୀ ହତ୍ଯା ଅଭିଯୋଗରେ ସ୍ବାମୀକୁ ଆଜୀବନ କାରାଦଣ୍ଡ
ସୁନ୍ଦରଗଡ : ଅଭିଯୁକ୍ତକୁ ଆଜୀବନ ଦଣ୍ଡାଦେଶ। ରାଜୁ ପାନାକୁ ଆଜୀବନ ଦଣ୍ଡଦେଶ । 2015 ମସିହା ଜୁନ 7 ତାରିଖ ଦିନ କାଳିଆ ପାନା (70) ଓ ତାଙ୍କ ସ୍ତ୍ରୀ ପୁନିଆ ପାନା (65) ଘରେ ଶୋଇ ଥିବ
ବୋମା ମାଡ଼
ଗୋଷ୍ଠୀ ସଂଘର୍ଷରୁ ବୋମା ମାଡ଼, 6 ଗୁରୁତର
କଟକ: ବାଙ୍କୀ ଭେଡା ରାମଚନ୍ଦ୍ରପୁରରେ ଗୋଷ୍ଠୀ ସଂଘର୍ଷ । ଗୋଷ୍ଠୀ ସଂଘର୍ଷରୁ ବୋମା ମାଡ଼ କରାଯାଇଥିବାବେଳେ ଏଥିରେ 6 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତ
ମହିଳା ପୋଲିସ ଉପରେ
ଓଡ଼ିଶାରେ ସୁରକ୍ଷିତ ନୁହନ୍ତି ମହିଳା ପୋଲିସ
ଅର୍ଗସ ବ୍ୟୁରୋ: ବରଗଡ଼ ଝାରବନ୍ଧ ଥାନା ନିତ୍ୟାନନ୍ଦପୁର ଗାଁ । ଜଣେ ଗଞ୍ଜେଇ ବେପାରୀ ନାନୁ ସାହୁକୁ ଧରିବା ପାଇଁ ଏଠି ଶୁକ୍ରବାର ଭୋର ସମୟରେ ଚଢ଼ାଉ କରିଥିଲା ପୋଲିସ। ପୋଲିସ ଟିମର ନେତୃତ୍
ବାଲି ଉତ୍ତୋଳନ
ବିନା କୌଣସି ପରମିଟରେ ଚାଲିଛି ଦିନ ରାତି ବାଲି ଉତ୍ତୋଳନ
ମୟୂରଭଞ୍ଜ: ବେଆଇନ ଭାବେ ଚାଲିଥିଲା ବାଲି ଉତ୍ତୋଳନ । ବିନା କୌଣସି ପରମିଟରେ ଚାଲିଛି ଦିନ ରାତି ବାଲି ଉତ୍ତୋଳନ । ଯାହା ଉପରେ ଆଜି ରୋକ୍ ଲଗାଇଛି ପ୍ରଶାସନ । ଆଜି ଉକ୍ତ ବାଲି ଖାଦାନ ଉପର
LOOT
ଘର ମାଲିକଙ୍କୁ ବନ୍ଦ କରି ଘରୁ ଲୁଟିନେଲେ 3 ଲକ୍ଷ ଟଙ୍କାର ସୁନା
ଭୁବନେଶ୍ୱର: ନୟାନ୍ତ କଲେଣି ଲୁଟେରା । ଘର ମାଲିକଙ୍କୁ ବନ୍ଦ କରି ଘରୁ ଲୁଟିନେଲେ ସୁନା ଓ ଟଙ୍କା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାହାଳ ଥାନା ଅନ୍ତର୍ଗତ ଜୟପୁର ଠାରେ । ଜୟପୁର ପ୍ଲ
ଅନ୍ଧବିଶ୍ବାସ
ମୃତ ଝିଅକୁ ଜୀବିତ କରିବାକୁ ମଶାଣିରେ ଚାଲିଛି ଝଡାଫୁଙ୍କା
ବାଲେଶ୍ବର : ଆଜିବି ରହିଛି ଅନ୍ଧବିଶ୍ବାସ । ମୃତ ଶରୀରକୁ ଜୀବିତ କରିବା ପାଇଁ ଝଡାଫୁଙ୍କାରେ ବିଶ୍ବାସ କରୁଛନ୍ତି ଲୋକେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲ
ନୃସଂଶ ଅଜା
ନାତିକୁ ମାରି ଲହୁଲୁହାଣ କରିଦେଲା ଅଜା
ବାଲେଶ୍ବର : ନୃସଂଶତାର ସବୁ ସିନା ଟପିଗଲା ଅଜା । ମଣିଷ ସତରେ କଣ ଏତେ ନିଷ୍ଠୁର ହେଇ ପାରେ। ଏ ଘଟଣା ଆପଣଙ୍କ ମନକୁ ଆନ୍ଦୋଳିତ କରିବ । କିଭଳି ଛୋଟ ପିଲାକୁ ତା ସମ୍ପର୍କିୟ ଅଜ
ERAGOLA GANG
ବାଇକ, ଚେନ ଓ ରାସ୍ତାରେ ଆସୁଥିବା ଗାଡିରୁ ଲୁଟ କରୁଥିଲେ ଏହି ଗ୍ୟାଙ୍ଗ
ଅର୍ଗସ ବ୍ୟୁରୋ : କମିଶନରେଟ ପୋଲିସ ହାତରେ ଏରାଗୋଲା ଗ୍ୟାଙ୍ଗ । ୧୧ ଜଣ ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ବାଇକ , ଚେନ ଲୁଟ କରିବା ସହ ରାସ୍ତାରେ ଆସୁଥିବା ଗାଡିରୁ ଲୁଟ କରୁଥିଲ
VANIK
ପୂର୍ବରୁ ସେଣ୍ଟ୍ରାଲ୍ GST ଏବେ IT ରେଡ୍
ଭୁବନେଶ୍ୱର: ସୁବ୍ରତ ଛାଟୋଇଙ୍କ VANIK କୋଚିଂ ସେଣ୍ଟର ଉପରେ ଆଇଟି ରେଡ୍ । ନୟାପଲ୍ଲୀ ସ୍ଥିତ କୋଚିଂ ସେଣ୍ଟରରେ ଚାଲିଛି ଚଢାଉ । ଟ୍ୟାକ୍ସ ଫାଙ୍କିବା ନେଇ ଆୟାକର ବିଭାଗ ରେଡ କରିଥୁବ
POLICE DABANGGIRI
ଡ୍ୟୁଟିରେ ଥାଇ ଫୁଙ୍ଗୁଳା ଦେହରେ ବୁଲିଲେ ପୋଲିସ ଇନ୍ସପେକ୍ଟର
ଜଗତସିଂହପୁର: ଥାନାବାବୁଙ୍କ ଔଦ୍ଧତ୍ୟ । ଥାନା ଭିତରେ ସବ୍ ଇନ୍ସପେକ୍ଟର ଅଭୟ ପରିଡାଙ୍କ ଦବଙ୍ଗଗିରି । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବନ୍ଦର ସାମୁଦ୍ରିକ ଥାନା ସବ୍ ଇନ୍ସପେକ୍ଟର ଅଭ