ସୋନୁ ନିଗମ
ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇ ଭାବବିହ୍ୱଳ ହେଲେ ସୋନୁ
ପୁରୀ: ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମ ଶ୍ରୀମନ୍ଦିର ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ଦୀର୍ଘଦିନ ପରେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବେଶ ଭାବ ବିହ୍ୱଳ ହୋଇ ପଡ଼ିଥିଲେ। ମହାପ୍ରଭୁଙ୍କ ଦର୍ଶନ ପାଇ ସେ ନିଜକୁ ଭାଗ୍ୟବାନ ମନେ କରିଥିବା କହିଛନ୍ତି। ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ଵାରରେ ତାଙ୍କୁ ଖଣ୍ଡୁଆ ଦେଇ ସ୍ବାଗତ କରିବା ସହ ମହାପ୍ରଭୁଙ୍କ ଦର୍ଶ
କାର୍ତ୍ତିକ ମାସ
ସରିଲା କାର୍ତ୍ତିକ, ଘରକୁ ଫେରିବାବେଳେ ଭାବବିହ୍ୱଳ ହବିଷ୍ୟାଳୀ
ପୁରୀ: ହବିଷ୍ୟାଳୀଙ୍କ ଆଖିରେ ଲୁହ । ମହାକାର୍ତ୍ତିକ ସରିବା ପରେ ନିଜ ଘରକୁ ଫେରୁଛନ୍ତି ଏହି ବ୍ରତଧାରୀ । ରାଜ୍ୟ ସରକାରଙ୍କ ତରଫରୁ ନିଶୁଳ୍କରେ ଏମାନଙ୍କ ପାଇଁ ଚାରିଟି ଶିବିରରେ ରହିବା
କାର୍ତ୍ତିକ ପୂର୍ଣ୍ଣିମା
ଗାଁ ଠୁ ସହର ସବୁଠି ଆଧ୍ୟାତ୍ମିକ ପରିବେଶ
ଅର୍ଗସ ବ୍ୟୁରୋ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଆଉ ପୌରାଣିକ କଥା ମନେ ପକାଇ ଆଜି ଚାରିଆଡେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଛି । ଗାଁ ଠୁ ସହ
କାର୍ତ୍ତିକ ପୂର୍ଣ୍ଣିମା
ଦୁର୍ଲଭ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ପୁରୀ: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ଵର ବେଶ । ଦୁର୍ଲଭ ସୁନାବେଶ ଦର୍ଶନ କରୁଛନ୍ତି ଭକ୍ତ । କାର୍ତ୍ତିକ ପୂର୍ଣ୍ଣିମାରେ ପାରମ୍ପରିକ ରୀତ
କାର୍ତ୍ତିକ ପୂର୍ଣ୍ଣିମା
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା
ଅର୍ଗସ ବ୍ୟୁରୋ: ଆଜି କାର୍ତ୍ତିକ ପୁର୍ଣ୍ଣିମା । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଆଉ ପୌରାଣିକ କଥା ଅନୁସାରେ ମନେ ପକାଇ ଆଜି ଚାରିଆଡେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଛି । ଗାଁ ଠୁ ସହ
ଶ୍ରୀମନ୍ଦିର
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ
ଅର୍ଗସ ବ୍ୟୁରୋ : ଆଜି ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଆଡ଼ିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବ
ପଞ୍ଚୁକ
ପଞ୍ଚୁକ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା
ପୁରୀ: ପଞ୍ଚୁକ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା। ପଞ୍ଚୁକ ନୀତିକୁ ଆହୁରି ତ୍ଵରିତ କରାଯିବ। ପଞ୍ଚୁକର ଆଜି ପ୍ରଥମ ଦିନରେ ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିଛନ୍ତି
ଅଖ ଚକ
ଶାବର ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପୁରୀ ରଥଯାତ୍ରାରେ ବ୍ୟବହୃତ ଅଖ ଚକ
କୋରାପୁଟ: ପୁଣ୍ୟ ମାସ କାର୍ତ୍ତିକ ଶୁକ୍ଳ ପକ୍ଷ ବଡ଼ ଏକାଦଶୀ ତିଥିରେ ମନ୍ଦିରମାନଙ୍କରେ ଭକ୍ତଙ୍କ ଭିଡ଼ ଲାଗି ରହିଛି । ସେହିପରି କୋରପୁଟ ଶାବର ଶ୍ରୀକ୍ଷେତ୍ରରେ ମଧ୍ୟ ଲୋକଙ୍କ ଗହଳି ଚହଳ
ଶିବ ଲିଙ୍ଗ
ମାଟି ଖୋଳୁ ଖୋଳୁ ବାହାରିଲା ଶିବ ଲିଙ୍ଗ
କୋରାପୁଟ: ଧର୍ମ ମାସ କାର୍ତ୍ତିକରେ ଆବିର୍ଭାବ ହେଲେ ମହାଦେବ । ଏଭଳି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି ବୋରିଗୁମ୍ମାର ନୂଆଗୁଡାରେ । ମାଟି ଖୋଳୁ ଖୋଳୁ ବାହାରିଲା ଶିବ ଲିଙ୍ଗ । ଆ
ଧବଳେଶ୍ବର ପୀଠ
ଆଜି କାର୍ତ୍ତିକ ମାସର ଶେଷ ସୋମବାର , ଧବଳେଶ୍ବର ପୀଠରେ ଗହଳି
ଅର୍ଗସ ବ୍ୟୁରୋ : ଆଜି କାର୍ତ୍ତିକ ମାସର ଶେଷ ସୋମବାର, ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି ଧବଳେଶ୍ୱର । ବାବା ଧବଳେଶ୍ୱରେ ପୀଠରେ ଭକ୍ତଙ୍କ ଗହଳି ଲାଗିଛି । ଧାର୍ମିକ ବିଶ୍ୱାସ ରହିଛି ଏହି ଦିନର
ଧ୍ବଜା ବଦଳା ନୀତି
ଭିଡ ପାଇଁ ଧ୍ବଜା ବଦଳା ନୀତିରେ ସମୟ ପରିବର୍ତ୍ତନ
ପୁରୀ : କାର୍ତ୍ତିକ ମାସରେ ଅସମ୍ଭବ ଭିଡ ଯୋଗୁଁ ଧ୍ବଜା ବନ୍ଧା ନୀତି ସନ୍ଧ୍ୟା ବଦଳରେ ଅପରାହ୍ନ ୩ଟା ୩୦ ରୁ ୪ଟା ମଧ୍ୟରେ କରିବା ପାଇଁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି l ଏନେଇ ଚୁନର
ପଞ୍ଚୁକ
ପଞ୍ଚକରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ବେଶ
ପୁରୀ: ପାଖେଇ ଆସୁଛି ମହାପଞ୍ଚୁକ । ସଜେଇ ହେଉଛି ଶ୍ରୀକ୍ଷେତ୍ର । ଭକ୍ତ, ସେବାୟତ ସମସ୍ତେ ଉତ୍ସାହିତ..ଆନନ୍ଦିତ । କାରଣ ପଞ୍ଚୁକରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ବେଶ ଅନୁଷ୍ଠି
ଭକ୍ତଙ୍କ ଆକ୍ରମଣ
ଶ୍ରୀମନ୍ଦିର ଭିତରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ
ପୁରୀ: ଭକ୍ତଙ୍କ ଆକ୍ରମଣରେ ଜେଟିପି ଗୁରୁତର । ଶ୍ରୀମନ୍ଦିର ଭିତରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ । ଜେଟିପି ଗୁପ୍ତେଶ୍ବର ରାଉତରାୟଙ୍କ ମୁଣ୍ଡରେ ଲାଗିଛି ଆଘାତ । ପ୍ରସ୍ଥାନ ଦ୍ବାରରେ ପ୍ରବେ
ଅର୍ପଣ ଚାଉଳ
ଅର୍ପଣ ଚାଉଳ ବିକ୍ରି ପ୍ରସଙ୍ଗ; ଶ୍ରୀମନ୍ଦିର ଆକାଉଣ୍ଟରେ ଜମା ହେଲା ୨.୮୬ କୋଟି
ପୁରୀ: ଶ୍ରୀମନ୍ଦିର ପ୍ରଶାସନର ଶ୍ରୀଜଗନ୍ନାଥ ମନ୍ଦିର ଆକାଉଣ୍ଟରେ ଜମା ହେଲା ୨.୮୬ କୋଟି । ଅର୍ପଣ ଚାଉଳ ବିକ୍ରି ବାବଦ ୨ କୋଟି ୮୬ ଲକ୍ଷ ୯୬ ହଜାର ୨୪୪ ଟଙ୍କା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସ
ଛଟ୍ ପୂଜା
4 ଦିନିଆ ଛଟ୍ ପୂଜାର ଆଜି ତୃତୀୟ ଦିନ
ଅର୍ଗସ ବ୍ୟୁରୋ: ଦେଶର ବିଭିନ୍ନ ରାଜ୍ୟରେ ଛଟ୍ ପୂଜାର ଧୁମ୍ । ଉତ୍ତର ପ୍ରଦେଶ, ଦିଲ୍ଲୀ, ବିହାର, ଝାଡ଼ଖଣ୍ଡରେ ମହାପର୍ବ ଭାବେ ପାଳିତ ହେଉଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ପାଳି
ଚାରିଧାମ
ଚାରିଧାମକୁ ଗଡିବ ସ୍ବତନ୍ତ୍ର ବସ
ଭୁବନେଶ୍ୱର: ଚାରିଧାମକୁ ଗଡିବ ସ୍ବତନ୍ତ୍ର ବସ । ପୁରୀରୁ ଅଯୋଧ୍ୟା, ତିରୁପତି, ମଥୁରା ଓ ବୃନ୍ଦାବନ ଭଳି ରାଜ୍ୟ ବାହାରେ ଥିବା ବିଭିନ୍ନ ତୀର୍ଥକ୍ଷେତ୍ରକୁ ଏହି ସ୍ବତନ୍ତ୍ର ବସ ସେବା ଯୋଗାଇଦେବ
ମେଘନାଦ ପାଚେରୀ
ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ
ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ । ସିଂହଦ୍ବାର ପାର୍ଶ୍ବ ଅର୍ଥାତ ଲଙ୍ଗୁଳୀ ମଠ ନିକଟ ଏବଂ ଆଖପାଖ ସ୍ଥାନରେ ମେଘନାଦ ପାଚେରୀର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇ ପାଣ
କେଦାରନାଥ ମନ୍ଦିର
୬ ମାସ ବରଫ ପଡ଼ିବାକୁ ଥିବାରୁ ବନ୍ଦ ରହିବ ମନ୍ଦିର
ଅର୍ଗସ ବ୍ୟୁରୋ: ଆଜିଠାରୁ ବନ୍ଦ ହୋଇଛି ପ୍ରସିଦ୍ଧ କେଦାରନାଥ ମନ୍ଦିରର କବାଟ। ଶୀତ ଦିନ ଆରମ୍ଭ ସହ ବରଫ ପାତ ହେବାକୁ ଥିବାରୁ ବାବା କେଦାରନାଥଙ୍କ ମନ୍ଦିର ଆଗାମୀ ୬ ମାସ ଯାଏ ବନ୍ଦ ରହିବ
ଶ୍ରୀମନ୍ଦିର
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ, ସକାଳୁ ହବିଷ୍ୟାଳିଙ୍କ ଭିଡ
ଅର୍ଗସ ବ୍ୟୁରୋ : ପୁରୀ ସହରରେ ଘନ କୁହୁଡ଼ିର ଆସ୍ତରଣ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିବାକୁ ହଜାରହଜାର ହବିଷ୍ୟାଳିଙ୍କ ସକାଳୁ ସକାଳୁ ଭିଡ଼ । ଏହାରି ଭିତର
ଦୀପାବଳିର ଶୁଭେଚ୍ଛା
ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୋସିଆଲ ମିଡିଆରେ ସେ ଟୁଇଟ୍ କରି କହିଛନ୍ତି, ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ଓଡ଼ିଶାର ସମସ୍ତ ଭା