ଖସାପଡା ନୀତି
ସଂଧ୍ୟା 6 ରୁ ରାତି 10 ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ: ଆଜି ଚୈତ୍ର ମାସ କୃଷ୍ଣପକ୍ଷ ସପ୍ତମୀ ତିଥି । ଆଜିର ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀୟୁଙ୍କର ଖସାପଡା ନୀତି । ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ରତ୍ନସିଂହାସନ ଉପରେ ଚଢ଼ି ଚାରିଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ । ଖସାପଡା ନିତି ଶ୍ରୀଜୀୟୁ ମାନଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ । ଏହି ନୀତିର
ମେଣ୍ଢା ପୋଡି
ଶ୍ରୀମନ୍ଦିର ସଂସ୍କୃତିରେ ମେଣ୍ଢା ପୋଡିର ଅର୍ଥ କ'ଣ ?
ପୁରୀ: ଶ୍ରୀମନ୍ଦିରର ଏକ ପରମ୍ପରା । ଦୋଳ ପୂର୍ଣ୍ଣିମା ପୂର୍ବ ଦିନ ପାଳିତ ହୁଏ । ଯାହାକୁ କୁହାଯାଏ ମେଣ୍ଢା କୁଡିଆ ପୋଡି ବା ମେଣ୍ଢା ପୋଡି । ଦୋଳପୂର୍ଣ୍ଣିମାରେ ଶ୍ରୀମନ୍ଦିରର
ଚାଚେରୀ ବେଶ
ଫଗୁ ଦଶମୀ ଅବସରରେ ମହାପ୍ରଭୁଙ୍କ ଚାଚେରୀ ବେଶ
ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଫଗୁ ଦଶମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଆଜିଠୁ ଶ୍ରୀମନ୍ଦିରରେ ଏକ ସପ୍ତାହ ଧରି ଦୋଳଉତ୍ସବ ମଧ୍ୟ ଆରମ୍ଭ ହେବ। ମହାପ୍ରଭୁଙ୍
ଅବକାଶ ବେଶ
ଶୃଙ୍ଗାର ପ୍ରିୟ କାଳିଆ ସାଆନ୍ତ
ପୁରୀ: ରସିକ ନାଗର କାଳିଆ ଠାକୁର । ସର୍ବଦା ଶୃଙ୍ଗାର ପ୍ରିୟ । ବେଶ ଓ ଅଳଙ୍କାରରେ ତାଙ୍କର ରୁଚି । ସେଇଥିପାଇଁ ମହାପ୍ରଭୁଙ୍କୁ ଦୈନଦିନ ବିଭିନ୍ନ ବେଶରେ ସଜେଇ ଦିଆଯାଇଥାଏ । ବିଭିନ୍ନ ପର୍ବର
ପରିକ୍ରମା ପ୍ରକଳ୍ପ
ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ପୁରୀ: ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ମହାରାଜା ଦିବ୍ୟସିଂହଙ୍କ ଉପସ୍ଥିତିରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପ
ଶ୍ରୀମନ୍ଦିର
ଶ୍ରୀମନ୍ଦିରରେ ପ୍ରବଳ ଭିଡ, ଅଚେତ ହେଲେ ଭକ୍ତ
ପୁରୀ: ପୁଣି ଶ୍ରୀମନ୍ଦିର ଆଗରେ ପ୍ରବଳ ଭିଡ ଭିତରେ ଅଚେତ ହେଲେ ଜଣେ ଭକ୍ତ । ରାଜସ୍ଥାନ ଯୋଧପୁରରୁ ମହାପ୍ରଭୁଙ୍କ ଭକ୍ତ ଜଣଙ୍କ ଦର୍ଶନ ପାଇଁ ଆସିଥିବାବେଳେ ଅଚେତ୍ ହୋଇପଡିଥିବା ଜଣାପଡିଛି
ସୁନାବେଶ
ମହାପ୍ରଭୁଙ୍କ ସୁନାବେଶ ଦେଖି ଭାବବିହ୍ୱଳ ଭକ୍ତ
ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱର ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜୀଉ । ରାତିସାରା ଜଗନ୍ନାଥ ଦର୍ଶନ ସହ ପ୍ରାୟ ୧ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତ ଦେଖିଲେ ଶ୍ରୀଜୀଉଙ୍କ ସୁନାବେ
ଲକ୍ଷ୍ମୀନୃସିଂହ ବେଶ
ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ
ପୁରୀ: ପବିତ୍ର କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥି । ପଞ୍ଚୁକର ଚତୁର୍ଥ ଦିବସରେ ଶ୍ରୀମନ୍ଦିରରେ ଆଜି ଦୁର୍ଲଭ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ ।