ଏହି ଅବସରରେ ଦେଶବ୍ୟାପି ଜନତାଙ୍କୁ ଦେଶସମ୍ପର୍କିତ ବାର୍ତ୍ତା ଓ କିଭଳି ଭାବରେ 370 ଧାରା ଭଳି ଏକ ଭୁଲରେ ସୁଧାର ଅଣାଯାଇଛି ସେ ସମ୍ପର୍କୀତ ଆଲୋଚନା କରାଯାଇଛି । ଉକ୍ତ ସମାରହରେ ମୁଖ୍ୟ ଅତିଥି ଭାବେ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ ଓ ରାଷ୍ଟ୍ରିଯ ଉପସଭାପତି ବୈଜୟନ୍ତ ପଣ୍ଡା,ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପ୍ରତାପ ସଡଙ୍ଗୀ ଓ ବୁଦ୍ଧିଜୀବୀ ମାନେୈ ଉପସ୍ଥିତ ଥିଲେ ।
" >ଭୁବନେଶ୍ୱର: ବିଜେପିର ରାଷ୍ଟ୍ରୀୟ ଏକତା ଜନ ଜାଗରଣ ଅଭିଜାନର ଆରମ୍ଭ । ଏହି ଅଭିଯାନକୁ ସାରା ଦେଶବ୍ୟାପି ପ୍ରଚାର କରାଯିବା ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡିଶାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାଜ୍ୟ ବିଜେପି ଏହି କାର୍ଯ୍ୟକ୍ରମକୁ ଅତି କମରେ 35 ଟି ଜାଗାରେ ଆରମ୍ଭ କରିବ । ମୋଦି ସରକାରଙ୍କର ଏୈତିହାସିକ ନିଷ୍ପତ୍ତି 370 ଧାରା ଉଛେଦ ଉପରେ ଆଲୋଚନା କରାଯାଉଛି ।