ଆଗାମୀ ଦିନରେ UPI ନେଣ ଦେଣ ଆଧାରରେ ରୁଣ ଟଙ୍କା ଧାର୍ଯ୍ୟ ହେଵ । ଆଵଶ୍ୟକତା ଅନୁଯାୟୀ UPI ଵ୍ୟଵହାରକାରୀ ଋଣ ଟଙ୍କାକୁ ଖର୍ଚ୍ଚ କରିପାରିଵେ । ଧାର୍ଯ୍ୟ ସମୟ ପାଇଁ UPI ଋଣ ଉପରେ କୈାଣସି ସୁଦ୍ଧ ଲାଗୁ ହେଵ ନାହିଁ । ପରଵର୍ତ୍ତୀ ସମୟରେ ଋଣ ଉପରେ ସୁଧ ଲାଗୁ ହେଵ । ଯାହା ୩ ମାସ ୪ ମାସ ଓ ୫ ମାସ ପାଇଁ ଅଲଗା ଅଲଗା ହେଵ ।
ଋଣ ଉପରେ ଲାଗୁ ହେଵାକୁ ଥିଵା ସୁଧର ସୂଚନା ଆଗାମୀ ଦିନରେ ଭାରତୀୟ ରିଜର୍ଭ ଵ୍ୟାଙ୍କ ଦେଵ । UPI ବ୍ୟଵହାରକାରୀ ଭୀମ ୟୁପିଆଇ, ଗୁଗୁଲ ପେ, ପେଟିଏମ, ଫୋନ ପେ ଓ ଵ୍ୟାଙ୍କ ଦ୍ଵାରା ଜାରି ହୋଇଥିଵା UPI ଆପ୍ସ ମାଧ୍ୟମରେ ଋଣ ନେଇ ପାରିଵେ । UPI ରୁ ଋଣ ନେଵା ପାଇଁ ଆଗାମୀ ଦିନରେ ସ୍ଵତନ୍ତ୍ର ଗାଇଡ ଲାଇନ ଜାରି କରାଯିଵ ।
ଆହୁରି ପଢନ୍ତୁ ଭାରତ ଖବର...