ବିଜେପି-କଂଗ୍ରେସ ମୁହାଁମୁହିଁ
ନୂଆଦିଲ୍ଲୀ: ପ୍ଲାଷ୍ଟିକ୍ ଫ୍ରି କ୍ୟାମ୍ପେନ୍ କରିବାକୁ ଆହ୍ୱାନ୍ ଦେଲେ ଚିଫ୍ ଇଲେକ୍ସନ୍ କମିଶନର ସୁନିଲ ଆରୋରା । ଆସନ୍ତା ଅକ୍ଟୋବର 21ରେ ସାରା ଦେଶରେ 64ଟି ସ୍ଥାନରେ ହେବ ନିର୍ବାଚନ-ଉପନିର୍ବାଚନ । ତେବେ ଏହି ନିର୍ବାଚନରେ ଯେଉଁମାନେ ପ୍ରାର୍ଥୀ ହେବେ ସେମାନେ ନିଜ କ୍ୟାମ୍ପେନ୍ ସମୟୋରେ ପ୍ଲାଷ୍ଟିକ୍ କିମ୍ବା ପଲିଥିନ ବ୍ୟବହାର କରିବାକୁ ବାରଣ କରିଛନ୍ତି ଚିଫ୍ ଇଲେକ୍ସନ କମିଶନର । ପରିବେଶ ଓ ପ୍ରାକୃତିକ ସମ୍ପଦ ପାଇଁ ବିଶେଷ ଯତ୍ନବାନ୍ ହେବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି ସୁନିଲ ।
Chief Election Commissioner, Sunil Arora: Election campaigns impose an environmental cost upon us. We appeal to political parties to avoid use of plastic and use only environment-friendly material in their campaigns. pic.twitter.com/7WRThs4K6P
— ANI (@ANI) September 21, 2019