ଆଜି ପୁଣିଥରେ ସୁଶାନ୍ତ ସିଂଙ୍କ ଭଉଣୀ ମିତୁ ପୋଲିସ ଷ୍ଟେସନକୁ ଆସି ନିଜର ବୟାନ ଦେଇ ପାରନ୍ତି। ପୋଲିସ କେତୋଟି କଥାରେ ପ୍ରଶ୍ନ ମଧ୍ୟ କରିପାରେ। 14 ଜୁନ୍ ପୂର୍ବରୁ 3 ମାସ ମଧ୍ୟରେ ସେମାନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା, ସାକ୍ଷାତ ଏବଂ ରିୟା ଚକ୍ରବର୍ତ୍ତୀଙ୍କ ସହ ସମ୍ପର୍କ ଏବଂ ଝଗଡା ବିଷୟରେ କିଛି ପ୍ରଶ୍ନ କରିପାରେ। ପ୍ରତ୍ୟେକ ଛୋଟ ଜିନିଷ ଉପରେ କିଛି ନୂତନ ଅନୁସନ୍ଧାନ କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି।
ଘର
ସିନେମା
ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ପୁରିଲା ଏକ ମାସ, ଏପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଞ୍ଚିପାର...
ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ପୁରିଲା ଏକ ମାସ, ଏପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରି ନାହିଁ ପୋଲିସ୍

ମୁମ୍ବାଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଆଜି ଏକ ମାସ ପୁରିଛି। ଘଟଣାକୁ ଏକ ମାସ ହୋଇଥିଲେ ସୁଧା ପୋଲିସ ଏ ପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଞ୍ଚି ନାହିଁ। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ଘରେ ଉପସ୍ଥିତ ଥିବା ରୋଷେୟା ନୀରଜଙ୍କୁ ପୁଣିଥରେ ମୁମ୍ବାଇ ପୋଲିସ ପଚରାଉଚରା କରିଛି। ପ୍ରାୟ 6 ଘଣ୍ଟା ଧରି ଚାଲିଥିବା ପଚରାଉଚୁରାରେ ମୁମ୍ବାଇ ପୋଲିସ 14 ଜୁନ୍ ରୁ ଆତ୍ମହତ୍ୟାର ତିନି ଦିନ ପଛ ର ଘଟଣା ବିଷୟରେ ଜାଣିବାକୁ ଇଛା କରିଛି। ଜୁନ୍ 11 ରୁ ଜୁନ୍ 14 ମଧ୍ୟରେ ଘଟିଥିବା ସମସ୍ତ ଛୋଟ ବଡ଼ ତଥ୍ୟ ପାଇଁ ପଚାରିବା ସହ ନୋଟ କରାଯାଇଛି।
ମାର୍କେଟରୁ ଉଭାନ୍ ହେବ ୨୦୦୦ ଟଙ୍କିଆ ନୋଟ୍ !

ଅର୍ଗସ୍ ବ୍ୟୁରୋ : ୨୦୧୬ ନଭେମ୍ବର ୮ରେ ମୋଦି ସରକାର ଦେଶରେ ପ୍ରଚଳନ ହେଉଥିବା ହଜାରେ ଏବଂ ପାଞ୍ଚ ଶହ ଟଙ୍କିଆ ନୋଟକୁ ଅଚଳ କରିଦେଲେ। ତାହା ସ୍ଥାନରେ ବିତ୍ତୀୟ ବଜାରକୁ ଆସିଲା ନୂଆ ୨ହଜାର ଓ ୫ଶହ ଟଙ୍କିଆ ନୋଟ୍। ହେଲେ ୫ଶହ ଟଙ୍କିଆ ନୋଟ୍ ଯେଉଁଭଳି ଲୋକଙ୍କ ଚାହିଦା ମେଣ୍ଟାଇଲା, ସେଭଳି ଚାହିଦା ମେଣ୍ଟାଇଲାନି ୨ହଜାର ଟଙ୍କିଆ।
ରିଜର୍ଭ ବ୍ୟାଙ୍କର ତଥ୍ୟ କହୁଛି ଏଣିକ
Download Argus News App
