ଜବତ ବ୍ରାଉନ ସୁଗାରର ମୂଲ୍ୟ ୪୨ ହଜାର ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି । ଏହାସହ ତାଙ୍କ ଠାରୁ ୪୦ ଗ୍ରାମ ସୁନା ଓ ୫ଟି ବ୍ୟାଙ୍କ ପାସବୁକ ଜବତ କରାଯାଇଛି ।
ପିଅନ ବିକୁଛି ବ୍ରାଉନ ସୁଗାର, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ପିଅନ ବିକୁଛି ବ୍ରାଉନ ସୁଗାର । ଏଭଳି ଘଟଣା ଅନ୍ୟ କୌଣସି ସ୍ଥାନରେ ନୁହେଁ, ଖୋଦ ରାଜଧାନୀର ବିଏମସିରେ ଦେଖିବାକୁ ମିଳିଛି । BMC ଅଫିସରେ କାର୍ଯ୍ୟ କରୁଥିବା ଜଣେ ଠିକା କର୍ମଚାରୀ ବ୍ରାଉନ ସୁଗାର ବିକ୍ରି କରୁଥିବା ଦେଖିବାକୁ ମିଳିଛି । ବିଏମସିରେ କାର୍ଯ୍ୟ କରୁଥିବା ଧର ପରିଡ଼ାଙ୍କୁ ଗିରଫ କରିଛି ପୋଲିସ ।
Download Argus News App
