ବିକରୁ ଗାଁରୋ ପୋଲିସ ଉପରେ ହୋଇଥିବା ବର୍ବର ଆକ୍ରମଣରେ ପ୍ରବୀଣ ସାମିଲ ଥିବା କଥା କୁହାଯାଉଛି । ଏହାକୁ ମିଶାଇ ଗତ ଦୁଇ ଦିନରେ ବିକାଶର 3 ସହଯୋଗୀକୁ ମାରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେ ଏବେ ବି ଫେରାର ଥିବା ବେଳେ ତାର ସାମ୍ରାଜ୍ୟ ଧୀରେ ଧୀରେ ଭୁଶୁଡ଼ିବାରେ ଲାଗିଛି । ଏହାରି ଭିତରେ ବିକାଶ ନିଜେ ଆତ୍ମସମର୍ପଣ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।
ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଆଉ 2 ସହଯୋଗୀଙ୍କ ଏନକାଉଣ୍ଟର

ଅର୍ଗସ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଆଉ 2 ସହଯୋଗୀଙ୍କ ଏନକାଉଣ୍ଟର । ପ୍ରଭାତ ମିଶ୍ର ଓ ବବନ ଶୁକ୍ଳାଙ୍କୁ ମାରିବାରେ ସଫଳ ହୋଇଛି ୟୁପି ଏସଟିଏଫ । କାନପୁରରେ ପୋଲିସଠୁ ବନ୍ଧୁକ ଧରି ଖସିଯାଉଥିବା ବେଳେ ପ୍ରଭାତ ମିଶ୍ର ଓରଫ କାର୍ତ୍ତିକେୟକୁ ଏନକାଉଣ୍ଚର କରାଯାଇଛି । ସେହିପରି ଇଟାୱାରେ ବବନ ଶୁକ୍ଳା ଓରଫ ପ୍ରବୀଣକୁ ବି ମାରିବାରେ ସଫଳ ହୋଇଛି । ତା ନାଁରେ 50 ହଜାର ଟଙ୍କାର ପୁରସ୍କାର ରାଶି ରହିଥିଲା ।
ନିଜାମଙ୍କ ଗଡ଼ରେ ଗେରୁଆ ବନ୍ୟା, ଉତ୍ତର ପରେ ଏବେ ଦକ୍ଷିଣ ଦଖଲ ପାଇଁ ବିଜେପିର ବଡ଼ ପ୍ଲାନ୍

ଅର୍ଗସ ବ୍ୟୁରୋ: ଉତ୍ତର ପରେ ଏବେ ଦକ୍ଷିଣ ଦଖଲ ପାଇଁ ବିଜେପିର ବଡ଼ ପ୍ଲାନ୍। ୧୮ ବର୍ଷ ପରେ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଛି ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ । ୨୦୨୪ରେ ବଡ଼ ବିଜୟ ପାଇଁ ଏବେ ଟାର୍ଗେଟରେ ରହିଛି ଦକ୍ଷିଣ ଭାରତ । ବୈଠକରେ ଯୋଗଦେବା ପାଇଁ ଗତକାଲି ହାଇଦ୍ରାବାଦରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରୀୟ ଅଧକ୍ଷ୍ୟ ଜେପ
Download Argus News App
