କୋରାପୁଟ SPଙ୍କ ନିର୍ଦ୍ଦେଶରେ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି । ଆନ୍ଧ୍ରପ୍ରଦେଶ ବର୍ଡରଠାରୁ ଉତ୍ତରପ୍ରଦେଶ ଯାଉଥିଲା ଗାଡି । ଗୁନେଇ ପଡା ନିକଟରେରେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ଟ୍ରକକୁ କାବୁ କରିଥିଲେ ।
କୋରାପୁଟ: କୋରାପୁଟରୁ 321 କେଜି 800 ଗ୍ରାମର ଗଞ୍ଜେଇ ଜବତ ହୋଇଛି । ଘଟଣାରେ ମାଛକୁଣ୍ଡ ଥାନାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ମଧ୍ୟ ରାତ୍ରିରେ ଆନ୍ଧ୍ର ପ୍ରଦେଶର ଗୁନେଇପୋଡା ଅଞ୍ଚଳରୁ ଜୟପୁର ଦେଇ ରାଇପୁରକୁ ଟ୍ରକରେ ଚୋରା ଚାଲାଣ ହେଉଥିଲା ଗଞ୍ଜେଇ ।