କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ଭୁବନେଶ୍ୱର: ପୁଣି କ୍ରାଇମ୍ବ୍ରାଞ୍ଚ STF କବଜାରେ ବାଘ ଛାଲ ଶିକାରୀ । ୪ ଲକ୍ଷର ଡିଲ୍ ବେଳେ ଜଣେ ଶିକାରୀ ଓ ସହଯୋଗୀ ଗିରଫ ।
ନୟାଗଡ଼ ଅଞ୍ଚଳରୁ ଏହି ୨ ଜଣଙ୍କୁ ଧରିଲା କ୍ରାଇମବ୍ରାଞ୍ଚ STF । ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଥିବା ସୂଚନା ମିଳିଛି ।