କନ୍ୟାଶ୍ରମର ସମ୍ପାଦକ ଜୋରଜବରଦସ୍ତ ନାବାଳିକାଙ୍କୁ ନେବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ।
ବାଲେଶ୍ୱର: କନ୍ୟାଶ୍ରମରେ ନାବାଳିକାଙ୍କୁ ନିର୍ଯାତନା ଅଭିଯୋଗ । ସୋର କନ୍ୟାଶ୍ରମର ଜଣେ ନାବାଳିକା କନ୍ୟାଶ୍ରମରୁ ଲୁଚି ପଳାଇ ଆସି ବାଲେଶ୍ୱର ବସଷ୍ଟାଣ୍ଡ ନିକଟରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ଜଣାପଡିଛି ।