ବୟସ ମାତ୍ର 3 ବର୍ଷ ,ହେଲେ ସେ ଏବେ କୁନି ମଡ଼େଲ ଭାବେ ବେଶ ପରିଚିତ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ରାଜନଗର ଥାନା ମଧ୍ୟପଡା ଗାଁରେ ଜଣେ ଦୃଷ୍ଟିହୀନ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ପକ୍ଷରୁ ରାଜନଗର ଥାନାରେ ଅଭିଯୋଗ କରିଯାଇଛି ।
ଅଭିଯୋଗ ଅନୁସାରେ ଗାଁର ବିବେକାନନ୍ଦ ଜେନା ଯୁବତୀ ଜଣଙ୍କ ଘରେ ଏକା ଥିବାର ସୁଯୋଗ ନେଇ ଦୁଷ୍କର୍ମ ପାଉ ଉଦ୍ୟମ କରିଥିଲେ । ତେବେ ଯୁବତୀର ପାଟିଶୁଣି ତାଙ୍କ ଭଉଣୀ ପହଞ୍ଚି ଉଦ୍ଧାର କରିଥିଲେ । ଅଭିଯୋଗ ପରେ ରାଜନଗର ଥାନା ପୋଲିସ ଅଭିଯୁକ୍ତ ବିବେକାନନ୍ଦକୁ ଗିରଫ ଗିରଫ କରିଛି ।