ପାଞ୍ଚଜଣ ଦୁର୍ବୁତ୍ତ ଗୋଟିଏ ବାଇକରେ ଆସି ନାଉପାଳଗଡିରେ ବୋଟ ମାଲିକଙ୍କୁ ହାଣିବା ସହିତ ତାଙ୍କ ଉପରକୁ ଗୁଳିମାଡ କରିଛନ୍ତି। ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ତେବେ ତାଙ୍କ ପରିବାର ଲୋକେ ଓ ବହୁ ମତ୍ସ୍ୟଜୀବୀ ଶବକୁ ଫାଣ୍ଡି ସମ୍ମୁଖରେ ରଖି ନ୍ୟାୟ ପାଇଁ ଦାବି କରୁଛନ୍ତି।
ଗୁଳିକାଣ୍ଡରେ ବୋଟ ମାଲିକ ମୃତ

ବାଲେଶ୍ଵର: ବାଲେଶ୍ଵରରେ ଜିଲ୍ଲା ଚାନ୍ଦିପୁର ଥାନା ନାଉପାଳଗଡିରେ ଗୁଳିକାଣ୍ଡରେ ଜଣେ ବୋଟ ମାଲିକଙ୍କ ମୃତ୍ୟୁ ହୋଇଛି। ତେବେ ଗୁଳିକାଣ୍ଡରେ କାରଣ ଅସ୍ପଷ୍ଟ ରହିଛି।
Download Argus News App
