ଘଟଣାରେ ଜଣଙ୍କୁ ଗିରଫ କରିଛି ଜଳେଶ୍ୱର ପୋଲିସ । ଅଭିଯୁକ୍ତଠାରୁ 3 ଲକ୍ଷ 22 ହାଜର ଟଙ୍କା ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ 6 ଲକ୍ଷ 80 ହଜାର ହେବ।
ବାଲେଶ୍ୱର: ପୁଣି ଜଳେଶ୍ୱରରୁ ଧଳା ଜହର ଜବତ ହୋଇଛି । ହାଟ ଛକ ନିକଟରୁ 68 ଗ୍ରାମର ବ୍ରାଉନସୁଗାର ଜବତ ।