ଗତ 11 ତାରିଖ ଦିନ ଏନେଇ ଫୁଲବାଣୀ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଆଜି ଫୁଲବାଣୀ ଟାଉନ୍ ଥାନା ପୋଲିସ ତାଙ୍କୁ ଗିରଫ କରି ପ୍ରଥମେ ତାଙ୍କୁ ମେଡିକାଲରେ କୋଭିଡ ଟେଷ୍ଟ କରି ଫୁଲବାଣୀ କୋର୍ଟରେ ହାଜର କରିଛନ୍ତି। କେସନଂ 24/ 21 ରେ 170/417/419/384/395 ଧାରା ଲଗାଯାଇଛି। ଦେବେନ୍ଦ୍ରଙ୍କ ସହ ଆଉ ଜଣ ଆଇ ଆର ଯବାନ ଗିରଫ ହୋଇଥିବାବେଳେ ଆଉ ତିନି ଜଣ ଫେରାର ହୋଇଛନ୍ତି l
ଡକାୟତି ଘଟଣାରେ ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର ଗିରଫ

କନ୍ଧମାଳ: ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର ଏକ ଡକାୟତି ଘଟଣାରେ ଗିରଫ ହୋଇଛନ୍ତି। ଫୁଲବାଣୀ ଟାଉନ ଥାନା ପୋଲିସ ତାଙ୍କୁ ଗିରଫ କରିଛି। ଗତ 9 ତାରିଖ ପର୍ଯ୍ୟଟନ ସ୍ଥଳୀ ଉର୍ମାଗଡକୁ ଯାଇଥିବା ବେଳେ ସେଠାରେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଓ ଅନ୍ୟ 4 ଜଣ, ଢେଙ୍କାନାଳରୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ କାମାକ୍ଷା ବେହେରା ଓ ତାଙ୍କ ସାଙ୍ଗମାନଙ୍କୁ ମାରଧର କରିବା ସହ ତାଙ୍କଠାରୁ ଲୁଟ କରିଥିଲେ।
ମେଣ୍ଟେନାସ୍ ପାଇଁ ବିଜୁଳି କାଟ ହେଉଥିବା କହିଲେ ଶକ୍ତି ସଚିବ

ଅର୍ଗସ ବ୍ୟୁରୋ : କେଉଁଠି ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ୍ ତ ଆଉ କେଉଁଠି ବିନା ବ୍ୟବହାରରେ ହଜାର ହଜାର ଟଙ୍କାର ବିଜୁଳି ବିଲ୍ । ଟାଟା ପାୱାରର ଜଣେ ବିଦ୍ୟୁତ ଉପଭୋକ୍ତା । ତାଙ୍କ ଅଭିଯୋଗ ଘରେ କେବଳ ୫ୱାଟ’ର ୩ଟି ବଲବ ସହ ଗୋଟିଏ ପଙ୍ଖା ବୁଲୁଥିବା ବେଳେ ମାସକୁ ବିଲ ୧୦୦ ଟଙ୍କା ଭିତରେ ରହେ । ମାତ୍ର ୮ ମାସରୁ ୯ ମାସ ହେବ ତାଙ୍କୁ କୌଣସି ବିଲ୍ ନ ଦିଆଯାଇନାହିଁ । ଏବେ ଏ
Download Argus News App
