ନନ୍ଦନକାନନରେ ଜନ୍ମାନେଲା 3 ବାଘ ଛୁଆ....
କଟକ : ଦୁଷ୍କର୍ମକାରୀ ବାପାକୁ ଆଜୀବନ କାରାଦଣ୍ଡ । ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବ ଦୁଷ୍କର୍ମକାରୀ ବାପା । କଟକ ପୋକ୍ସୋ ଅଦାଲତ 2018 ଡିସେମ୍ବର 25 ରେ କଟକରେ ଘଟିଥିବା ଅମାନୁଷିକ ଘଟଣା । ନିଜ ନାବାଳିକ ଝିଅଖକୁ ଦୁଷ୍କର୍ମ କରିଥିବା ପିଶାଚ ବାପା ।
ଏହି ମାମଲାର ଶୁଣାଣି କରି କଟକ ପୋକ୍ସୋ ଅଦାଲତ। ଅଭିଯୁକ୍ତ ବାପାକୁ ଆଜୀବନ କାରାଦଣ୍ଡ ଶୁଣାଣିବା ସହ 20 ହଜାର ଟଙ୍କାର ଜରିମାନା କରିଛନ୍ତି । ମାମଲାର ଶୁଣାଣି ବେଳେ ଏହି ଘଟଣାକୁ ସମାଜ ପ୍ରତି କଳଙ୍କ ବୋଲି କହିଛନ୍ତି କୋର୍ଟ । ଏହାସହ ପୀଡ଼ିତାଙ୍କୁ 3 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ କୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।