ଏ ସରକାର ହେଉଛନ୍ତି ମିଛ ପ୍ରବଞ୍ଚନାର ସରକାର...
କଳାହାଣ୍ଡି: ଫୁଲବାଣୀ ଜଳେସପଟା କନ୍ୟାଶ୍ରମ ପରିଚାଳକଙ୍କୁ ହତ୍ୟା ଧମକ । ଅଜଣା ଫୋନ କଲରେ କନ୍ୟାଶ୍ରମ ପରିଚାଳକ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କୁ ଧମକ । ଏନେଇ ତୁମୁଡବନ୍ଧ ଥାନାରେ ଏତଲା ଦେଲେ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ ।
ଥାନାରେ ଏତଲା ପରେ ସୁରକ୍ଷା ପାଇଁ କନ୍ୟାଶ୍ରମରେ ପହଞ୍ଚିଛି ପୋଲିସ । 2008ରେ କନ୍ୟାଶ୍ରମ ପରିଚାଳକ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା ।