ଦିନ ଦ୍ୱିପ୍ରହରରେ ଘଟିଛି ଏଭଳି ଘଟଣା । ଭୁଜାଲି ଓ ଫାର୍ସାରେ ହାଣି ପକାଇଲେ ଏକାଧିକ ଯୁବକ । ନୟାପଲି ଭିଆଇପି ଏରିଆରେ ଘଟିଛି ଏଭଳି ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଘଟଣାର ଛାନଭିନ କରୁଛି ।