ହୃଦୟର ସୁନ୍ଦରତା
ଅର୍ଗସ ବ୍ୟୁରୋ: ରାଜ୍ୟର ରାଜଧାନୀ ଏବେ ଅପରାଧ ଓ ଠକେର ଗନ୍ଥାଘର ପାଲଟିଛି। ରାଜଧାନୀରେ ଦିନକୁ ଦିନ ଠକେଇ ଓ ଲୁଟ ବଢି ଚାଲିଛି। ଅପରାଧ କରିବାର ନୂତନ ତରିକା ମଧ୍ୟ ଆପଣାଯାଇଛି। ସେହପରି ଆଜି ଏକ ଘଟଣା ଦେଖିବାକୁ ମିଳିଛି।
ଭଉଣୀ କରି ଜଣେ ଯୁବତୀଙ୍କ ଠାରୁ ଜଣେ ଦୁର୍ବୁତ୍ତ ପଇସା ଲୁଟିଛନ୍ତି। ହାତରେ ସୂତା ବାନ୍ଧି ଯୁବତୀଙ୍କଠୁ 30 ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣଙ୍କ ଖାରବେଳ ନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି।