ପରେ ଯୁବତୀ ଜଣକ ଗର୍ଭବତୀ ଥିବା ଜାଣିବା ପରେ ବିବାହ ନକରିବାକୁ ମନାକରିଦେଇଥିଲା ସମ୍ପୃକ୍ତ ଯୁବକ । ଶେଷରେ ନ୍ୟାୟ ପାଇଁ ଖଇରା ଥାନାରେ ଦ୍ୱାରସ୍ତ ହୋଇଛନ୍ତି ଦିବ୍ୟାଙ୍ଗ ନାବାଳିକା । ଏନେଇ ଖଇରା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି ତଦନ୍ତ ଚଳାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି ।
ଦିବ୍ୟାଙ୍ଗ ନାବାଳିକାଙ୍କୁ ପ୍ରେମ କରି ପ୍ରତାରଣା କଲା ସମ୍ପର୍କୀୟ ଦାଦା

ବାଲେଶ୍ୱର: ପୁଣି ସାମ୍ନାକୁ ଆସିଲା ଲଭ ସେକ୍ସ ଧୋକା । ଦିବ୍ୟାଙ୍ଗ ନାବାଳିକାଙ୍କୁ ପ୍ରେମ କରି ପ୍ରତାରଣା କଲା ସମ୍ପର୍କୀୟ ଦାଦା । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗଡ଼ପୋଖରୀ ଅଞ୍ଚଳରେ । ଗଡ଼ପୋଖରୀ ଅଞ୍ଚଳର ଜୈନିକ ଦିବ୍ୟାଙ୍ଗ ନାବାଳିକାଙ୍କୁ ସେହି ଗାଁର ପ୍ରଦୀପ ସେଠୀ ବିବାହ କରିବାର ପ୍ରଲୋଭନ ଦେଖାଇ ବର୍ଷେ ହେଲା ଶାରୀରିକ ସମ୍ପର୍କ ରଖିଥିଲା ।
ଦୁର୍ଘଟଣାରେ ଆଖି ବୁଜିଲେ ରାଇରଙ୍ଗପୁର SDJM ସ୍ମରଣିକା ପ୍ରଧାନ

ମୟୂରଭଞ୍ଜ: ସଡକ ଦୁର୍ଘଟଣାରେ ଆଖି ବୁଜିଲେ ରାଇରଙ୍ଗପୁର SDJM ସ୍ମରଣିକା ପ୍ରଧାନ । ଆଜି ଅପରାହ୍ନ ସମୟରେ କାର ଯୋଗେ sdjm ଏବଂ ତାଙ୍କ ସ୍ବାମୀ ଘରକୁ ଫେରୁଥିଲେ । ଯଶିପୁର ଥାନା ଅନ୍ତର୍ଗତ ଚାଇଁ ନେବଦା ନିକଟରେ ସେ ଆସୁଥିବା କାର୍ ଟି ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା । ଫଳରେ କାରଟି ସମ୍ପୂର୍ଣ୍ଣ ଭାବରେ ଓଲଟି ପଡିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍
Download Argus News App
