ବିଧବା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ଘରଠାରୁ 200 ମିଟର ଦୂରରେ ଥିବା ପିଟନାଳୀରେ ମୃତଦେହକୁ ଫୋପାଡି ଦିଆଯାଇଥିଲା । ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ କେନାଲରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ମହିଳା ଘରେ ଏକୁଟିଆ ରହୁଥିବାବେଳେ କେହି ଦୁବୃର୍ତ୍ତ ମିଶି ଏହି କାଣ୍ଡ କରିଥାଇପାରନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ ।
ମାହାଙ୍ଗା ଦୁଷ୍କର୍ମ ଓ ହତ୍ୟା ମାମଲା, ମୃତକଙ୍କ ଭିଣୋଇ ଦୈତାରୀ ସ୍ୱାଇଁ ଅଟକ
ଯୁବ ବିଚାରପତି ଅଙ୍କିତା

ଅର୍ଗସ ନ୍ୟୁଜ୍: ଅଦମ୍ୟ ଇଚ୍ଛା ଶକ୍ତି ଏବଂ ପରିଶ୍ରମ କେବେ ବି ବୃଥା ଯାଏନି। ଏହାର ପ୍ରତ୍ୟେକ୍ଷ ଉଦାହରଣ ହେଉଛନ୍ତି ମଧ୍ୟ ପ୍ରଦେଶର ଜଣେ ପରିବା ବିକାଳିଙ୍କ ଝିଅ ଅଙ୍କିତା ନାଗର। ଯିଏ କି ୨୯ ବର୍ଷ ବୟସରେ ସିଭିଲ ଜଜ୍ ପରୀକ୍ଷାରେ ସଫଳତା ଲାଭ କରିଛନ୍ତି। ଆଉ ବର୍ତ୍ତମାନ ସେ ଯୁବ ବିଚାରପତି ଭାବେ ପରିଚିତ। ତେବେ ଝିଅ ବିଚାରପତ
Download Argus News App
