Rukuna Rath Yatra | ରୁକୁଣା ରଥଯାତ୍ରାରେ ଯୋଗ ଦେଲେ ସୁର ରାଉତରାୟ
ଦୁଇ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ନଷ୍ଟ

କନ୍ଧମାଳ : କନ୍ଧମାଳରୁ ଦୁଇ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ । ପୋଲିସ ଓ ଅବକାରୀ ବିଭାଗର ମିଳିତ ସହଯୋଗରେ ଗତକାଲି ଫିରିଙ୍ଗିଆ ଥାନାର ବିଭିନ୍ନ ଅଞ୍ଚଳରୁ 180 ଏକର ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି । ଏଥିରେ 2 ପ୍ଲାଟୁନ ପୋଲିସ କର୍ମଚାରୀ ଓ 50 ଜଣ ଶ୍ରମିକ ସାମିଲ ଥିଲେ । ଏହି ସବୁ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦୁଇ କୋଟିରୁ ଅଧିକ ହେବ । ଗଞ୍ଜେଇ ଗଛ କାଟିଲା ବେଳେ ଦୁଇ ପ୍ଲାଟୁନ ସୁରକ୍ଷାକର୍ମୀ ଉପସ୍ଥିତ ରହି ସୁରକ୍ଷା ଯୋଗାଇଥିଲେ।
Download Argus News App
