ହଡପ ହେଉଛି କ୍ଷତିଗ୍ରସ୍ତଙ୍କ ଅନୁଦାନ
ନୟାଗଡ଼ : ନୟାଗଡ଼ ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲା । SITର LVA ଟେଷ୍ଟ ଆବେଦନର ଆଜି ହେବ ଶୁଣାଣି । ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ ଆଜି ଅଭିଯୁକ୍ତ ନାବାଳକର LVA ଟେଷ୍ଟ ନେଇ SIT ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରିବେ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟ ।
ଅନ୍ୟପକ୍ଷେ ଅଭିଯୁକ୍ତ ନାବାଳକର ଓକିଲଙ୍କ ପକ୍ଷରୁ ଆଜି ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ଅପିଲ ପିଟିସନ ଫାଇଲ କରାଯିବ ବୋଲି ସୂଚନା ମିଳିଛି ।