ପ୍ରମୋଦୀନିଙ୍କ ବିବାହ ଉତ୍ସବରେ ଯୋଗ ଦେଲେ ଅନ୍ୟ ଏସିଡ ପୀଡିତା ଅଂଶୁ ଏବଂ ଋତୁ
ନୟାଗଡ଼: ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାରେ ଆଜି ହେବ ଶୁଣାଣି । ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ହାଜର ହେବ ଅଭିଯୁକ୍ତ ନାବାଳକ । 3 ଦିନିଆ ରିମାଣ୍ଡ ବେଳେ ଏସଆଇଟି ସମ୍ପୃକ୍ତ ନାବାଳକକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି ।
ଅଭିଯୁକ୍ତର ଓକିଲଙ୍କ ପକ୍ଷରୁ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ କରଯାଇଥିବା ଆବେଦନର ଆଜି ଶୁଣାଣି କରାଯିବ l ଅନ୍ୟପକ୍ଷେ ଏସଆଇଟି ପକ୍ଷରୁ ଅଭିଯୁକ୍ତ ନାବାଳକର ଲାୟର ଭଏସ ଆନାଲିସିସ ଟେଷ୍ଟ କରିବା ପାଇଁ ଏସଆଇଟି ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରିପାରିନ୍ତି ନୟାଗଡ଼ ଚିଲଡ୍ରେନ୍ସ କୋର୍ଟ ।