ସେମାନଙ୍କ ଠାରୁ ଗୋଟିଏ ବୋଲେରୋ, ଦୁଇଟି ବାଇକ, ଗୋଟିଏ ଖଣ୍ଡା ସହ ମୋବାଇଲ ଏବଂ ଏକ ହଜାର ଟଙ୍କା ଜବତ କରାଯାଇଛି । 5 ଜଣଙ୍କ ନାମରେ ଆଗରୁ ଏକାଧିକ ମାମଲା ରହିଥିବା ଆଡିସନାଲ ଏସପି କହିଛନ୍ତି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
5 ଡକାୟତଙ୍କୁ ଗିରଫ କଲା ପୋଲିସ
ମାର୍କେଟରୁ ଉଭାନ୍ ହେବ ୨୦୦୦ ଟଙ୍କିଆ ନୋଟ୍ !

ଅର୍ଗସ୍ ବ୍ୟୁରୋ : ୨୦୧୬ ନଭେମ୍ବର ୮ରେ ମୋଦି ସରକାର ଦେଶରେ ପ୍ରଚଳନ ହେଉଥିବା ହଜାରେ ଏବଂ ପାଞ୍ଚ ଶହ ଟଙ୍କିଆ ନୋଟକୁ ଅଚଳ କରିଦେଲେ। ତାହା ସ୍ଥାନରେ ବିତ୍ତୀୟ ବଜାରକୁ ଆସିଲା ନୂଆ ୨ହଜାର ଓ ୫ଶହ ଟଙ୍କିଆ ନୋଟ୍। ହେଲେ ୫ଶହ ଟଙ୍କିଆ ନୋଟ୍ ଯେଉଁଭଳି ଲୋକଙ୍କ ଚାହିଦା ମେଣ୍ଟାଇଲା, ସେଭଳି ଚାହିଦା ମେଣ୍ଟାଇଲାନି ୨ହଜାର ଟଙ୍କିଆ।
ରିଜର୍ଭ ବ୍ୟାଙ୍କର ତଥ୍ୟ କହୁଛି ଏଣିକ
Download Argus News App
