ଘର ଭିତରୁ କିଛି ଆପତ୍ତିଜନକ ଜିନିଷ ପୋଲିସ ଜବତ କରିଛି। ତେବେ ମହିଳାଙ୍କୁ ବସୁନ୍ଧରାରେ ଛଡାଯାଇଥିବା ବେଳେ ଗ୍ରାହକ ଓ ଘର ମାଲିକଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି।
ତେବେ ଏହି ଘରେ କିଛି ବର୍ଷ ପୂର୍ବରୁ ପୋଲିସ। ସେକ୍ସ ରାକେଟ ଠାବ କରିଥିଲା ତେବେ ପ୍ରତି ଗ୍ରାହକଙ୍କ ଠାରୁ 300 ରୁ 500 ଟଙ୍କା ଆଦାୟ କରାଯାଉଥିବା ବେଳେ କଟକ ସହରରୁ ଗ୍ରାହକ ଆସୁଥିଲେ।