ବିଭିନ୍ନ ସମୟରେ ପଶୁ ବଳୀ ଦିଆଯାଉଥିବା ଲୋକେ ଶୁଣିଛନ୍ତି ହେଲେ ପ୍ରଥମ ଥର ପାଇଁ ମଣିଷ ବଳୀ ପାଇଁ ସଜବାଜ ଦେଖିବାକୁ ମିଳିଛି । ଏପରି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଳା ଧର୍ମଗଡ଼ ବ୍ଲକ ରାଙ୍କାବାହାଲ ଅଞ୍ଚଳରେ ।
ବଳୀ ପକାଉଥିବା ୨ ଯୁବକଙ୍କୁ ଗାଁ ଲୋକେ ଅଟକ ରଖିଛନ୍ତି । ତେବେ ଏହି ଲୋକମାନେ ବଳୀ ଦେବାପାଇଁ ଆସିଥିବା ସନ୍ଦେହ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୦ ଜଣ ଓ ଜଣେ ବାହାରୁ ଆସିଥିବା ଉକ୍ତ ଯୁବକ ମାନେ କହୁଛନ୍ତି ।