ଭାରତରେ ମୁଣ୍ଡପିଛା ବାର୍ଷିକ ନଷ୍ଟ ହେଉଛି 50 କେଜି ଖାଦ୍ୟ ।
କଟକ: ଖୁବ ଶୀଘ୍ର କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ଆସନ୍ତା ୭ ତାରିଖ ପରେ ଏହି ନିଷ୍ପତ୍ତି ନିଆଯିବ। ପର୍ଯ୍ୟାୟନୁକ୍ରମେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲାଯିବ। ଏସଓପି ଜାରି କରାଯିବା ପରେ ଧର୍ମାନୁଷ୍ଠାନ ଖୋଲିବ। ୭ ତାରିଖ ଭିତରେ ଧର୍ମାନୁଷ୍ଠାନ ଖୋଲାଯିବ ନାହିଁ। ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି।