ସର୍ବସାଧାରଣ ସ୍ଥାନରେ ପଣା ବଣ୍ଟନ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଧାର୍ମିକ ଅନୁଷ୍ଠାନରେ କେବଳ ସେବାୟତମାନଙ୍କୁ ନେଇ ରୀତିନୀତିରେ ହୋଇପାରିବ। ଗହଳି, ପଣା ପାନ ଓ ସାଂସ୍କୃତିକ ଉତ୍ସବ ଉପରେ ବିଏମସି କଟକଣା ଲଗାଇଛି।
ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିର ମନା
Download Argus News App
