କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ଭୁବନେଶର: ଲିଙ୍ଗରାଜ ମନ୍ଦିର ଭିତରେ ଦୀପ ଜଳିବ ନାହିଁ । ପୂର୍ବରୁ 50 ପ୍ରତିଶତ ଦୀପ ଜାଳିବା ପାଇଁ ସୂଚନା ଦିଆଯାଇଥିଲା। ତେବେ ମନ୍ଦିର ଭିତରେ ପ୍ରବଳ ଭିଡ ଯୋଗୁଁ ପୁଣି ନିଷ୍ପତ୍ତି ବଦଳିଛି।
ଗତକାଲି ମନ୍ଦିର ଭିତରେ 50 ପ୍ରତିଶତ ଦୀପ ଜାଳିବା ନେଇ ନିଷ୍ପତ୍ତି ହୋଇଥିଲା। ମହାଦୀପ ଦର୍ଶନ ରାତି ୧୦ଟାରେ ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି । ସେହିପରି ଜାଗର ପାଇଁ ରାଜଧାନୀରେ ୩୪ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।