ଭକ୍ତମାନେ ଶାନ୍ତି ଶୃଙ୍ଖଳାରେ ପ୍ରଭୁଙ୍କ ଦର୍ଶନ କରିବା ନେଇ ନିୟମ କରାଯାଇଛି। କୋଭିଡ ନିୟମକୁ ପାଳନ କରି ଭକ୍ତମାନେ ଦୀପ ଜାଳିବାକୁ ସ୍ଥିର ହୋଇଛି ।
ଜାଗରରେ ଏକାଠି ଦୀପ ଜାଳିବା ମନା

ଭୁବନେଶ୍ଵର: ଚଳିତ ବର୍ଷ କରୋନାକୁ ଦୃଷ୍ଟିରେ ରଖି ମହାଶିବରାତ୍ରି ନିମନ୍ତେ ଲିଙ୍ଗରାଜ ମନ୍ଦିରରେ ନୂତନ ନିୟମ କରାଯାଇଛି। କୋଭିଡ ନିୟମର ପାଳନ କରି ଚଳିତ ବର୍ଷ ଜାଗର ଯାତ୍ରା ହେବ। ମନ୍ଦିରରେ ଶିବରାତ୍ରୀ ପାଇଁ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚ 11 ରାତି 10ଟାରେ ମହାଦୀପ ଉଠିବା ନେଇ ସମୟ ଧାର୍ଯ୍ୟ କରାଯାଇଛି।
Download Argus News App
