ଅଧିକ ଖବର ପଢ଼ନ୍ତୁ: ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ
ଭାରତ, ପାକିସ୍ତାନ, ଆଫଗାନିସ୍ତାନ, କିର୍ଗଜିକସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ, ଚାଇନାରେ ଭୂ-କମ୍ପ ଅନୁଭୂତ ହୋଇଥିବା ଭୂ-ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଅର୍ଗସ ବ୍ୟୁରୋ: ଭାରତ ସମେତ ୭ ଦେଶରେ ଭୂ-କମ୍ପ ଅନୁଭୂତ ହୋଇଛି। ଆଫଗାନିସ୍ତାନରେ ଅଧିକ ତୀବ୍ରତାଯୁକ୍ତ ଭୂ-କମ୍ପର ଝଟ୍କା ଅନୁଭୂତ ହୋଇଥିବାବେଳେ ପାକିସ୍ତାନ, ଚାଇନା ସମେତ ଅନ୍ୟ କେତେକ ଦେଶରେ ଦୀର୍ଘ ସମୟ ଧରି ଏହାର କମ୍ପନ ରହିଥିଲା। ପାକିସ୍ତାନ ଇସଲାମାବାଦ ସମେତ ପଞ୍ଜାବ, ଖାଇବର ଏବଂ ବାଲୁଚିସ୍ତାନରେ ବିଭିନ୍ନ ସହରରେ ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା। ଭୂ-କମ୍ପ ଯୋଗୁ ପାକିସ୍ତାନରେ ୧୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଓ ୧୫୦ରୁ ଅଧିକ ଜଣ ଆହତ ହୋଇଥିବା ଖବର ମିଳିଛି।