ଫୁଲ ଆକ୍ସନରେ ବାଲେଶ୍ବର ପ୍ରଶାସନ
ଘୁଞ୍ଚିଲା ଓଡ଼ିଶା ସିଭିଲ ସର୍ଭିସ ମେନ ପରୀକ୍ଷା

ଭୁବନେଶ୍ଵର: ଘୁଞ୍ଚିଲା ଓଡ଼ିଶା ସିଭିଲ ସର୍ଭିସ ମେନ ପରୀକ୍ଷା। ଆସନ୍ତାକାଲି ଭାରତ ବନ୍ଦ ପାଇଁ ଓଡ଼ିଶା ସିଭିଲ ସର୍ଭିସ ମେନ ପରୀକ୍ଷା ଘୁଞ୍ଚିଛି। ତେବେ ଜାନୁଆରୀ 2ରେ ଏହି ପରୀକ୍ଷା ହେବ। ଆସନ୍ତାକାଲି ଅର୍ଥାତ ଡିସେମ୍ୱର 8ରେ ମେନ ପରୀକ୍ଷା ହୋଇଥାନ୍ତା। ଏ ନେଇ ଓଏସିଏସ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
Download Argus News App
