ହତ୍ୟା ଘଟଣା ପଛରେ ପ୍ରେମ ସଂପର୍କ ସୂଚନା...
ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଯୁକ୍ତ ୩ର ଦ୍ୱିତୀୟ ବର୍ଷ ଏବଂ ପିଜିର ପ୍ରଥମ ବର୍ଷ ପାଠପଢା । ଏ ନେଇ ସବୁ କଲେଜ ଏବଂ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।
ଛାତ୍ରଛାତ୍ରୀ ମାନେ କିପରି ଠିକ ଭାବେ ହଷ୍ଟେଲରେ ରହିବେ, ମାସ୍କ ପିନ୍ଧିବେ, ହାତ ସାନିଟାଇଜ କରିବେ ଏବଂ କିଭଳି ସାମାଜିକ ଦୂରତ୍ୱ ରକ୍ଷା କରିବେ ସେ ନେଇ ଉଚ୍ଚଶିକ୍ଷା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ନିୟମର କଡ଼ାକଡ଼ି ପାଳନ କରିବାର ବ୍ୟବସ୍ଥା କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।